ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର
Great Living Chola Temples* | |
---|---|
ଇଉନେସ୍କୋ ସ୍ଥଳୀ | |
![]() | |
ରାଜ୍ୟ ଦଳ | India |
ପ୍ରକାର | Cultural |
ନିୟମ | ii, iii |
ଆଧାର | 250 |
ଅଞ୍ଚଳ** | Asia-Pacific |
ଲେଖ ଇତିହାସ | |
ଲେଖ | 1987 (11th ଭାଗ) |
ଶାଖା | 2004 |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର ସମୂହ ଦକ୍ଷିଣ ଭାରତ ଓ ନିକଟସ୍ଥ ଦ୍ୱିପ ମାନଙ୍କରେ ପ୍ରାଚୀନ ଚୋଳ ଶାସନ ସମୟ ନିର୍ମିତ ହେଇଥିଲା । 11 ଶ ଓ 12 ଶ ମସିହାରେ ନିର୍ମିତ 3ଟି ମନ୍ଦିର ଏଥିରେ ଅନ୍ତର୍ଭୁକ୍ତ । [୧] ଏହା ମଧ୍ୟରେ ଥଞ୍ଜାଭୁରଠାରେ ଅବସ୍ଥିର ବୃହଦୀଶ୍ୱର ମନ୍ଦିର , ଦରାସୁରମଠାରେ ଅବସ୍ଥିତ ଗଙ୍ଗୟକୋଣ୍ଡା ମନ୍ଦିର ଓ ଐରବତେଶ୍ୱର ମନ୍ଦିରର ରହିଛି ।ଏହା ମଧ୍ୟରୁ ବୃହଦୀଶ୍ୱର ମନ୍ଦିରକୁ UNESCOଦ୍ୱାରା 1987 ମସିହାରେ ବିଶ୍ୱ ଏଇତିହ ସ୍ଥଳ ଭାବରେ ଘୋଷଣା କରାଯାଇଥିଲା ।ପରେ 2004 ମସିହାରେ ଗୋନ୍ଦଇକୋଣ୍ଡାଚୋଲିଶ୍ୱରମ ମନ୍ଦିର ଓ ଐରାବଟେଶ୍ୱର ମନ୍ଦିରକୁ ମଧ୍ୟ ଏହା ସହ ସଂଯୋଗ କରାଯାଇ ଏହି 3ଟି ମନ୍ଦିରକୁ " ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର" କୁହାଯାଇଥାଏ ।
ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର ଘୋଷିତ ହେବାର ସର୍ତାବଳି [ସମ୍ପାଦନା]
ଏହି 3ଟି ମନ୍ଦିର ଚମତ୍କାର ନିର୍ମାଣ ଶୈଳୀର ହେଇଥିବା ବେଳେ ଏଥିରେ ଦ୍ରାବିଡ ସ୍ଥାପତ୍ୟର ବିରଳ କଳା ରହିଛି । ଚୋଳସମ୍ଭ୍ରାଜ୍ୟ ସମୟର ଏହା ଏକ ନିଛକ ସ୍ଥାପତ୍ୟର ନିଦର୍ଶନ ଭାବରେ ଓ ପ୍ରାଚୀନ ତାମିଲ ସଭ୍ୟତାର ସ୍ୱାକ୍ଷର ବହନ କରିଥିବାର ପ୍ରମାଣ ରହିଛି ।
Airavatesvara Temple[ସମ୍ପାଦନା]
ଐରାବତେଶ୍ୱର ମନ୍ଦିର ଏକ ଦ୍ୱାଦଶ ଶତାବ୍ଦୀ ନିର୍ମିତ ହିନ୍ଦୁ ମନ୍ଦିର । ଏହା ରାଜରାଜ ଚୋଳ IIଙ୍କଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର କୁମ୍ଭକୋନାମ ନିକଟସ୍ଥ ଦାରୁସୁରମ ସହରରେ ଅବସ୍ଥିତ । ଏହା ପ୍ରାଚୀନ ଦ୍ରାବିଡିୟ ଶୈଳୀ ଅନୁସାରେ ନିର୍ମିତ ହେଇଥିଲା । [୨]
ଆଧାର [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
Media related to Great living Chola temples at Wikimedia Commons
- UNESCO's World Heritage Site listing the Chola temples
- [୧] Chola Temple Architecture
- Article on Chola Temples