ବିଶାଲ ଓମ ପ୍ରକାଶ
ଦେଖଣା
(ବିଶାଲ ଓ ଶର୍ମାରୁ ଲେଉଟି ଆସିଛି)
ବିଶାଲ ଓମ ପ୍ରକାଶ | |
|---|---|
| ଜନ୍ମ | |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୦୪ – ଏବେଯାଏଁ |
ବିଶାଲ ଓମ ପ୍ରକାଶ ଜଣେ ଭାରତୀୟ ଅଭିନେତା । ସେ ହିନ୍ଦୀ, ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ ୫୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି । ସେ ବିଶାଲ ଓ ଶର୍ମା ଭାବରେ ମଧ୍ୟ ଜଣାଶୁଣା ।[୧] ପିପଲି ଲାଇଭ୍ରେ ସେ ଅଭିନେତା କୁମାର ଦୀପକଙ୍କ ସହିତ ଅଭିନୟ କରିଥିଲେ ।[୨][୩][୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଲକ୍ଷ୍ନୌ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ପ୍ରାରମ୍ଭିକ ସ୍କୁଲ ଶିକ୍ଷା ଗୁଜରାଟରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଲକ୍ଷ୍ନୌ ଚାଲିଯାଇଥିଲା, ଯେଉଁଠି ସେ ସ୍ପ୍ରିଙ୍ଗ୍ ଡାଲେ ସ୍କୁଲରେ ପଢ଼ିଥିଲେ ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଆସମା[୩]
- ୨୦୨୩: ଡିଟେକ୍ଟିଭ୍ ଦିବା
- ୨୦୨୩: କାମଦେବ
- ୨୦୨୩: ଚୋର୍ ନିକଲ୍ କେ ଭାଗା
- ୨୦୨୨: ଏଲ୍.ଏ.ସି.
- ୨୦୨୨: ଲଭ୍ ହଷ୍ଟେଲ୍[୩]
- ୨୦୨୧: ମାଇଁ କ୍ଲାଏଣ୍ଟସ୍ ୱାଇଫ୍[୩]
- ୨୦୧୯: ୱାନ୍ ନାଇଟ୍ ଏଟ୍ ଭିଲ୍ଲା
- ୨୦୧୯: ଖାନ୍ଦାନି ଶାଫାଖାନା
- ୨୦୧୮: ଭବାନୀ ମଣ୍ଡି ଟେସନ୍
- ୨୦୧୮: ପେଜ୍ ୧୬
- ୨୦୧୭: ଫିରଙ୍ଗି[୩][୫]
- ୨୦୧୭: ଡାଡି
- ୨୦୧୬: ଲକ୍ଷ୍ନୌ ଟାଇମ୍ସ
- ୨୦୧୫: ଇଣ୍ଡିଆସ ଡଟର
- ୨୦୧୫: ଗୁଡ୍ଡୁ ରଙ୍ଗୀଲା
- ୨୦୧୪: ଦିକ୍କୁଲୁ ଚୂଡ଼ାକୁ ରମାୟା
- ୨୦୧୩: ଏକ୍ ବୁରା ଆଦ୍ମି[୬]
- ୨୦୧୩: ଜଲି ଏଲ୍ଏଲ୍ବି[୩]
- ୨୦୧୧: ଲୁଟେରୀ ଦୁଲ୍ହନ୍[୨]
- ୨୦୧୦: ପୀପଲି ଲାଇଭ୍[୭][୮][୪]
- ୨୦୦୮: ମାଇଁ ନେମ୍ ଇଜ୍ ଆଣ୍ଟୋନି ଗୋନ୍ସାଲ୍ବିସ୍
- ୨୦୦୭: ଜବ୍ ଉଇ ମେଟ୍[୯]
- ୨୦୦୭: ଲାଗା ଚୁନରୀ ମେଁ ଦାଗ୍
- ୨୦୦୪: ବୀର୍ ଜାରା
- ୨୦୦୪: ଲଭ୍ ଇନ୍ ନେପାଳ
ଆଧାର
[ସମ୍ପାଦନା]- ↑ Gupta, Arvind (2022-05-26). "अभिनेता विशाल ओ. शर्मा अब टीवी सीरियल 'क्राइम पेट्रोल 2.0' में". News Wave (in ଆମେରିକୀୟ ଇଂରାଜୀ). Retrieved 2024-02-03.
- ↑ ୨.୦ ୨.୧ "Peepli Live actor opts TV over films-The times of india". The Times of India (in ଆମେରିକୀୟ ଇଂରାଜୀ). 23 March 2011.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Vishal Om Prakash: Now, the struggle is for better roles and that's happening!-Hindustan times". Hindustan Times (in ଆମେରିକୀୟ ଇଂରାଜୀ). 28 March 2022.
- ↑ ୪.୦ ୪.୧ "'Peepli Live' Is Still Relevant Because Tragedies Continue To Be A Vehicle For Political Gains". IndiaTimes (in Indian English). 2020-10-02. Archived from the original on 2024-02-03. Retrieved 2024-02-03.
- ↑ Sen, Sushmita (2017-12-01). "Firangi movie review: Kapil Sharma impresses audience". www.ibtimes.co.in (in ଇଂରାଜୀ). Retrieved 2024-02-03.
- ↑ "Ek Bura Aadmi music launched - Indian Express". archive.indianexpress.com. Retrieved 2016-09-12.
- ↑ "Review: Peepli Live leaves you impressed but unaffected | Latest News & Updates at Daily News & Analysis" (in ଆମେରିକୀୟ ଇଂରାଜୀ). 2010-08-12. Retrieved 2016-09-12.
- ↑ "Peepli Live". www.akpfilms.com. Retrieved 2016-09-12.
- ↑ "Jab we met Hindi movie Shahid Kapoor and Kareena Kapoor" (in ଆମେରିକୀୟ ଇଂରାଜୀ). 2015-06-08. Archived from the original on 2017-07-30. Retrieved 2016-09-12.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଶାଲ ଓମ ପ୍ରକାଶ