ବିଳାସପୁର , ଗଞ୍ଜାମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bilaspur
ବିଳାସପୁର
Village
Country India
StateOrissa
DistrictGanjam
Elevation
54 m (177 ft)
Population
 (2001)
 • Total୩୦୦
Languages
Time zoneUTC+5:30 (IST)
PIN
761019
Telephone code06811

ବିଳାସପୁର ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ । ଏହା ଖାଲିକୋଟ ବିଧାନ ସଭା ମଣ୍ଡଳୀରେ ଥିବା ବେଳେ ଆସ୍କା ଲୋକ ସଭା ଅଧୀନରେ ରହିଛି । ଖାଲିକୋଟର ପ୍ରାଚୀନ ରାଜାଙ୍କଦ୍ୱାରା ଏହା ଏକ ବ୍ରାହ୍ମଣ ଶାସନ ଭାବରେ ପ୍ରତିଷ୍ଠିତ ହୋଇଥିଲା । 

The Majestic Banyan Tree

ଗ୍ରାମରେ ୬୦ଟି ପରିବାର ରହନ୍ତି । ଏଠାରେ ଜନସଂଖ୍ୟା ୩୦୦ । ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା କୃଷି । ଏଠାରେ ବହୁ ସଂଖ୍ୟାରେ ପୂଜକ ଭାବରେ କାର୍ଯ୍ୟ କରନ୍ତି । ଖରାଖରୀ ନଦୀ ଗ୍ରାମର ଉତ୍ତର ଦିଗରେ ପ୍ରବାହିତ ହେଇ ଗ୍ରାମକୁ ଜଳସେଚନ ଦେଇଥାଏ । 

ଉପାସନା  ପୀଠ [ସମ୍ପାଦନା]

ଏଠାରେ ଲୋକନାଥ, ଲକ୍ଷ୍ମୀନୃସିଂହ, କନକ ଦୁର୍ଗା ଓ ଠାକୁରାଣୀ ମନ୍ଦିର ରହିଛି। .

ଜନଗଣନା[ସମ୍ପାଦନା]

ଏଠାରେ ୨୦୧୧ ମସିହା ଜନଗଣନା[୧] ଅନୁସାରେ ଲୋକସଂଖ୍ୟା 309ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୧୬୨ ଥିବା ସ୍ଥଳେ ମହିଳା ସଂଖ୍ୟା ୧୪୭ ଥିଲା । ଏଠାରେ ସାକ୍ଷ୍ୟରତା ହାର ୯୪.୪୧% ଥିଲା ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷରତା ହାର ୯୬.୦୫% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର ୯୨.୫୪% ଥିଲା । ୬ ବର୍ଷରୁ କମ ଜନସଂଖ୍ୟା ୭.୪୪% ଥିଲା ।

ଶିକ୍ଷା [ସମ୍ପାଦନା]

ଏଠାରେ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ହାଇସ୍କୁଲ ନାହି । 

ଆଧାର[ସମ୍ପାଦନା]

  1. http://www.census2011.co.in/data/village/412209-bilaspur-orissa.html