Jump to content

ବିନୟ ନାଦକର୍ଣ୍ଣି

ଉଇକିପିଡ଼ିଆ‌ରୁ
ବିନୟ ନାଦକର୍ଣ୍ଣି
विनय नाडकर्णी
ଜନ୍ମ
ବିନୟ ବିବେକ ନାଦକର୍ଣ୍ଣି

(1962-03-20) ୨୦ ମାର୍ଚ୍ଚ ୧୯୬୨ (ବୟସ ୬୪)
ମୁମ୍ବାଇ, ଭାରତ
ବୃତ୍ତିସମୂହ
  • ବ୍ୟାଙ୍କର୍
  • ସ୍ୱର କଳାକାର
ପିତାମାତା
  • ବିବେକ ପାଣ୍ଡୁରଙ୍ଗ ନାଦକର୍ଣ୍ଣି (ବାପା)

ବିନୟ ନାଦକର୍ଣ୍ଣି (ଜନ୍ମ: ୧୯୬୨) ଜଣେ ଭାରତୀୟ ବ୍ୟାଙ୍କର୍ ଓ ସ୍ୱର କଳାକାର । ସେ ମୁଖ୍ୟତଃ ବିଦେଶୀ ଭାଷାର ଆନିମେଟେଡ୍ କଥାଚିତ୍ରର ହିନ୍ଦୀ ଡବିଂ କରନ୍ତି । ଡିଜ୍‌ନି‌ର ଆନିମେଟେଡ୍ ଚରିତ୍ର ଡୋନାଲ୍ଡ ଡକ୍ ପାଇଁ ସେ ହିନ୍ଦୀରେ ଡବିଂ କଳାକାର ଭାବରେ ଜଣାଶୁଣା ।[] ସେ ୧୯୯୨ ମସିହାରୁ ଡବିଂ କରି ଆସୁଛନ୍ତି ।[]

ଡବିଂ ଭୂମିକା

[ସମ୍ପାଦନା]

ଆନିମେଟେଡ୍ ସିରିଜ୍

[ସମ୍ପାଦନା]
ପ୍ରୋଗ୍ରାମ ଶୀର୍ଷକମୂଳ ସ୍ୱରଚରିତ୍ରଡିବିଂ ଭାଷାମୂଳ ଭାଷାଅଧ୍ୟାୟ ସଂଖ୍ୟା
ମିକି ମାଉସ୍ ୱାର୍କସ୍ଟୋନି ଆନସେଲମୋଡୋନାଲ୍ଡ ଡକ୍ହିନ୍ଦୀଇଂରାଜୀ୨୭
ହାଉସ୍ ଅଫ୍ ମାଉସ୍୫୨
ମିକି ମାଉସ୍ କ୍ଲବ୍‌ହାଉସ୍୯୯

ଆନିମେଟେଡ୍ ଫିଲ୍ମ

[ସମ୍ପାଦନା]
କଥାଚିତ୍ରମୂଳ ସ୍ୱରଚରିତ୍ରଡବିଂ ଭାଷାମୂଳ ଭାଷାମୂଳ ପ୍ରକାଶନ ବର୍ଷଡବିଂ ବର୍ଷମନ୍ତବ୍ୟ
ମିକି, ଡୋଲାଲ୍ଡ, ଗୁଫି: ଦି ଥ୍ରୀ ମସ୍କିଟୀର୍‌ସ୍ଟୋନି ଆନସେଲମୋଡୋନାଲ୍ଡ ଡକ୍ହିନ୍ଦୀଇଂରାଜୀ୨୦୦୪୨୦୦୪
  1. "Mumbai Events & Activities". ASIFA India. Archived from the original on 2012-01-20. Retrieved 2012-08-20.
  2. "Why is this Mumbai banker being greeted on Donald Duck's birthday? - Mumbai - DNA". Dnaindia.com. Retrieved 2012-08-20.