Jump to content

ବିନୋଦ ପ୍ରସାଦ

ଉଇକିପିଡ଼ିଆ‌ରୁ


ବିନୋଦ ପ୍ରସାଦ (ଜନ୍ମ: 28/11/1954) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଜଷ୍ଟିସ୍‌ ବିନୋଦ ପ୍ରସାଦ ଆଲାହାବାଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ୧୯୮୨ ମସିହାରେ ଆଇନଜୀବୀ ଭାବେ ଯୋଗ ଦେଲେ । 1982ରୁ ବାରାଣସୀ ଜିଲ୍ଲା ଅଦାଲତରେ ଆଇନ ବ୍ୟବସାୟ ଆରମ୍ଭ କଲେ ଏବଂ ପରେ ୧୯୮୪ ମସିହାରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟକୁ ଆଇନ ବ୍ୟବସାୟ ନିମନ୍ତେ ସ୍ଥାନ ପରିବର୍ତ୍ତନ କଲେ । 05/10/2005 ରେ ଆଲାହାବାଦ ଉଚ୍ଚନ୍ୟାୟାଳୟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।[] 10/08/2007 ରେ ସ୍ଥାୟୀ ବିଚାରପତି ଭାବେ ଶପଥ ଗ୍ରହଣ କଲେ । ଆଲାହାବାଦ ଉଚ୍ଚ ନ୍ୟାୟାଳୟରୁ ସ୍ଥାନାନ୍ତର ହୋଇ 02/07/2014 ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ଯୋଗଦାନ କଲେ ।[] 27/11/2016 ସେ ଏହି ପଦବୀରୁ ଅବସର ଗ୍ରହଣ କରିଥିଲେ ।

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-03.
  2. "Hon'ble Mr. Justice Vinod Prasad". www.allahabadhighcourt.in. Retrieved 2025-02-03. {{cite web}}: no-break space character in |title= at position 8 (help)