Jump to content

ବିନୋଦ କୁମାର ଶର୍ମା (ଅଭିନେତା)

ଉଇକିପିଡ଼ିଆ‌ରୁ
ବିନୋଦ କୁମାର ଶର୍ମା
ଜନ୍ମ୧୯୪୯
ଶିକ୍ଷାନୁଷ୍ଠାନରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
ବୃତ୍ତିସମୂହ
  • ଅଭିନେତା
  • ଲେଖକ
  • ନିର୍ଦ୍ଦେଶକ
  • ଅଭିନେତା ପ୍ରଶିକ୍ଷକ
ସକ୍ରିୟ ବର୍ଷ୧୯୭୨-ଏବେଯାଏଁ
ବୈବାହିକ-ସାଥୀକିରଣ ଶର୍ମା (୨ ଅକ୍ଟୋବର ୧୯୮୯ - ଏବଯାଏଁ)
ସନ୍ତାନ
ପୁରସ୍କାରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୫)

ବିନୋଦ କୁମାର ଶର୍ମା ଜଣେ ଭାରତୀୟ ଅଭିନେତା, ଲେଖକ ଓ ନିର୍ଦ୍ଦେଶକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର, ଟେଲିଭିଜନ ଓ ମଞ୍ଚରେ କାମ କରନ୍ତି ।[][] ନାଟକରେ ନିର୍ଦ୍ଦେଶନା ଦେବା ପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[] ୧୯୮୭ ମସିହାରେ, ସେ ଖିଲୋନା ଥିଏଟର୍ କମ୍ପାନୀ ନାଏକ ଏକ ନାଟକ ସଂସ୍ଥା ଆରମ୍ଭ କରିଥିଲେ, ଯାହାର ସେ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶର୍ମା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜେଣେ ଛାତ୍ର ଥିଲେ । ୧୯୮୯ ମସିହାରେ, ସେ ଅଭିନେତ୍ରୀ, ନାଟ୍ୟକାର, ନିର୍ଦ୍ଦେଶିକା ଓ କଷ୍ଟ୍ୟୁମ୍ ଡିଜାଇନର୍ କିରଣ ଶର୍ମାଙ୍କୁ ବିବାହ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଅଭିନେତା ନିର୍ଦ୍ଦେଶକ ଲେଖକ ମନ୍ତବ୍ୟ ଓ ଆଧାର
୧୯୭୨ ସାବେରା Yes
୧୯୭୩ ରାଜା ରାଣୀ Yes []
ଜଲ୍‌ତେ ବଦାନ Yes
୧୯୭୪ ପଗଲି Yes
୧୯୭୮ ଭୋଲା ଭାଲା Yes
୧୯୮୧ ଦର୍ଦ- କନ୍‌ଫ୍ଲିକ୍ଟ ଅଫ୍ ଇମୋସନ୍ Yes
୧୯୮୨ ଗାନ୍ଧୀ Yes
୧୯୮୪ ୱାଣ୍ଟେଡ୍: ଡେଡ୍ ଅର୍ ଆଲାଇଭ୍ Yes
୧୯୮୬ ଅମ୍ରିତ Yes
୧୯୮୯-୧୯୯୦ ସର୍କସ୍ Yes ଟେଲିଭିଜନ୍ କାର୍ଯ୍ୟକ୍ରମ
୧୯୯୧ ମୌତ୍ କି ସଜା Yes
୧୯୯୯ ଭନୱର Yes ଟେଲିଭିଜନ୍ ଧାରାବାହିକ
୨୦୦୧ ମୁଝେ କୁଛ୍ କେହ୍‌ନା ହୈ Yes
ଜୀ ମନ୍ତ୍ରୀଜୀ Yes ଟେଲିଭିଜନ୍ କାର୍ଯ୍ୟକ୍ରମ
୨୦୦୨ ଜାସୁସ୍ ବିଜୟ Yes ଟେଲିଭିଜନ୍ କାର୍ଯ୍ୟକ୍ରମ
୨୦୦୩ ହଜାରୋଁ ଖ୍ୱାଇସେଁ ଐସି Yes
୨୦୦୬ ଖୋସ୍‌ଲା କା ଘୋସ୍‌ଲା Yes
୨୦୦୮ ୟାର୍ ମେରୀ ଜିଙ୍ଗଦି Yes
୨୦୦୯ ଲଣ୍ଡନ୍ ଡ୍ରିମ୍ସ Yes
୨୦୧୦ ମିଲେଙ୍ଗେ ମିଲେଙ୍ଗେ Yes
୨୦୧୩ ଫୁକ୍‌ରେ Yes
୨୦୧୫ ତେଭର୍ Yes
ଦମ୍ ଲଗା କେ ହୈସା Yes
୨୦୧୬ ଦେବ ଭୂମି Yes
୨୦୧୭ କୁଲଦୀପ ପଟୱାଲ: ଆଇ ଡୋଣ୍ଟ ଡୁ ଇଟ୍ Yes
ୱାକ୍ ଟୁ ଦି ହରାଇଜନ୍ Yes କ୍ଷୁଦ୍ର ଚଳଚ୍ଚିତ୍ର
୨୦୧୯ କସାଇ Yes
ସୋନ୍‌ଚିରିୟା Yes
ଆଶେସ୍ Yes କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୦ ପାତାଲା ଲୋକ Yes ଆମାଜନ୍ ପ୍ରାଇମ୍ ଭିଡିଓ ଅରିଜିନାଲ୍ ସିରିଜ୍
୨୦୨୧ ସମ୍ବରଣ Yes
  1. "V. K. Sharma filmography". Book My Show.
  2. "V. K. Sharma". Linkedin.
  3. "Sangeet Natak Akademi Awards". New Delhi: Sangeet Natak Akademi. Retrieved 4 January 2017.
  4. Shubhomoy Sikdar (January 19, 2017). "Friends, script a new life for actor, writer V. K. Sharma". The Hindu. Retrieved July 11, 2021.
  5. A. P. S. Malhotra (August 8, 2013). "Raja Rani - 1973 film". The Hindu. Retrieved July 11, 2021.

ବାହାର ଲିଙ୍କ୍

[ସମ୍ପାଦନା]