ବିଦଗ୍ଧ ଚିନ୍ତାମଣି

ଉଇକିପିଡ଼ିଆ‌ରୁ
Jump to navigation Jump to search
Icono aviso borrar.png

ଅଭିମନ୍ୟୁ ସାମନ୍ତସିଂହାରଙ୍କ କାଳଜୟୀ ରଚନା ମଧ୍ୟରେ ଏହା ଅନ୍ୟତମ । ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଥିବା ଏହି କାବ୍ୟଟି ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଯଶୋଦାଙ୍କ ମଧ୍ୟରେ ଥିବା ପ୍ରେମ ଓ ସ୍ନେହକୁ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରିଛି ।

ଏହି କାବ୍ୟର ୬୭ତମ ଛାନ୍ଦରୁ ସଂଗୃହୀତ "ଯଶୋଦଙ୍କ ବାତ୍ସଲ୍ୟ" କବିତାଟି ଓଡ଼ିଶା ସରକାରଙ୍କ ଷଷ୍ଠ ଶ୍ରେଣୀର ସାହିତ୍ୟ ପାଠ୍ୟୁସ୍ତକରେ ସ୍ଥାନିତ ହୋଇଛି ।