ବିଜୟ ବିକ୍ରମ ସିଂହ
ଦେଖଣା
ବିଜୟ ବିକ୍ରମ ସିଂହ[୧] | |
|---|---|
| ଜନ୍ମ | ୨୬ ନଭେମ୍ବର ୧୯୭୭ |
| ଜାତୀୟତା | ଭାରତ |
| ବୃତ୍ତି(ସମୂହ) | ସ୍ୱର କଳାକର,[୨] ଅଭିନେତା |
| ସକ୍ରିୟ ବର୍ଷ | ୨୦୧୦ |
| ପ୍ରସିଦ୍ଧି | ବିଗ୍ ବସ୍[୩] |
ବିଜୟ ବିକ୍ରମ ସିଂହ (ଜନ୍ମ: ୨୬ ନଭେମ୍ବର ୧୯୭୭) ଜଣେ ଭାରତୀୟ ସ୍ୱର କଳାକାର ଓ ଅଭିନେତା । ହିନ୍ଦୀ ରିଆଲିଟି ଶୋ ବିଗ୍ ବସ୍ରେ ସ୍ୱର ଦେବା ପାଇଁ ସେ ଜଣାଶୁଣା । ଏହା ବ୍ୟତୀତ ସେ ଅନେକ ରିଆଲିଟି ଶୋ ଓ ବିଜ୍ଞାପନରେ କାମ କରିଛନ୍ତି ।[୪] ୨୦୧୯ ମସିହାରେ, ସେ ଦି ଫ୍ୟାମିଲି ମ୍ୟାନ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ସେ ମିର୍ଜାପୁର ୨ ଓ ବ୍ରିଦ୍ ୨ରେ ଅଭିନୟ କରିଛନ୍ତି ।
ଟେଲିଭିଜନ୍/କଥାଚିତ୍ର
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୬–ଏବେଯାଏଁ | ବିଗ୍ ବସ୍ | ସ୍ୱର-କଳାକାର | |
| ୨୦୧୯ | ଦି ଫ୍ୟାମିଲି ମ୍ୟାନ୍ ସିଜିନ୍ ୧ | ଅଜିତ | ଅଭିନେତା[୬] |
| ୨୦୨୧ | ଦି ଫ୍ୟାମିଲି ମ୍ୟାନ୍ ସିଜିନ୍ ୨ | ଅଭିନେତା | |
| ସ୍ପେଶାଲ ଅପ୍ସ୍ ୧.୫: ଦି ହିମ୍ମତ ଷ୍ଟୋରୀ | ନାଭାଲ୍ କମାଣ୍ଡର ଚିନ୍ତାମଣି ଶର୍ମା | ||
| ୨୦୨୨ | ୭୭୭ ଚାର୍ଲି | ମିଲିଟାରୀ ଅଫିସର୍ | |
| ୨୦୨୩ | ଫର୍ଜି | ଅଜିତ | |
| ଦି ଟ୍ରାଏଲ୍ | ତାକେଶ |
ଆଧାର
[ସମ୍ପାଦନା]- ↑ Hungama, Bollywood (24 January 2020). "Bigg Boss voice artist and The Family Man actor Vijay Vikram Singh talks about his journey and meeting Salman Khan : Bollywood News - Bollywood Hungama". Bollywood Hungama.
- ↑ Varma, Lipika (26 January 2020). "Behind the baritone". The Asian Age.
- ↑ "Bigg Boss Narrator Vijay Vikram Singh Shares Inside Details About The Show" – via lehren.com.[permanent dead link]
- ↑ "Bigg Boss' voice Vijay Vikram Singh recalls meetings with Salman Khan, says 'We meet him as fans'". Hindustan Times. 24 January 2020.
- ↑ "Manoj Bajpayee made me comfortable on the sets 'The Family Man', says debutant Vijay Vikram Singh". News Track. 5 November 2019.
- ↑ Service, Tribune News. "New innings". Tribuneindia News Service.