Jump to content

ବିଜୟେନ୍ଦ୍ର କୁମେରିୟା

ଉଇକିପିଡ଼ିଆ‌ରୁ
ବିଜୟେନ୍ଦ୍ର କୁମେରିୟା
ଜନ୍ମ (1986-10-12) ୧୨ ଅକ୍ଟୋବର ୧୯୮୬ (ବୟସ ୩୯)
ବୃତ୍ତିସମୂହ
  • ଅଭିନେତା
  • ପ୍ରଯୋଜକ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
ବୈବାହିକ-ସାଥୀପ୍ରୀତି ଭାଟିଆ
ସନ୍ତାନ

ବିଜୟେନ୍ଦ୍ର କୁମେରିୟା ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୮୬ ମସିହାର ଅକ୍ଟୋବର ୧୨ ତାରିଖରେ, ସେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିଲାଦିନ ଅହମ୍ମଦାବାଦରେ କଟିଥିଲା ।[] ସେ ପ୍ରୀତି ଭାଟିଆଙ୍କୁ ବିବାହ କରିଛନ୍ତି । ୨୦୧୬ରେ, ତାଙ୍କ ଝିଅ ଜନ୍ମ ହୋଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ତାଙ୍କର ସିଭିଲ୍ ଏଭିଏସନ୍ ଚାକିରୀ ଛାଡ଼ି ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଆରମ୍ଭରୁ, ସେ ଅନେକ ପ୍ରଯୋଜନା ସଂସ୍ଥା ଦ୍ୱାରା ଉପେକ୍ଷିତ ହୋଇଥିଲେ ।[] ୨୦୧୧ ମସିହାରେ, ସେ ଛୋଟି ବୋହୂ ୨ ଧାରାବାହିକ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଜଲି ଭରଦ୍ୱାଜ ଭୂମିକାରେ ଅଭିନୟ କରିଥିଲେ ।[] ଅକ୍ଟୋବର ୨୦୧୯ରେ, ସେ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ସହିତ ମିଶି ଏକ ପ୍ରଯୋଜନା ସଂସ୍ଥା କୁମେରିଆ ପ୍ରଡ଼କ୍ସନସ୍ ଆରମ୍ଭ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୧–୨୦୧୨ ଛୋଟି ବୋହୂ ୨ ଜଲି ଭରଦ୍ୱାଜ ସହକାରୀ ଭୂମିକା
୨୦୧୨ ଦି କମାଣ୍ଡ ଫୋର୍ସ ଅଭିନବ
୨୦୧୨–୨୦୧୩ ଆଜ କି ହାଉସ୍‌ୱାଇଫ୍ ହୈ... ସବ୍ ଜାନ୍‌ତି ହୈ ଉଦ୍ଧମ ଚତୁର୍ବେଦୀ
ସୁକନ୍ୟା ହମାରି ବେଟିୟାଁ ସୋହମ
୨୦୧୩–୨୦୧୪ ପ୍ୟାର୍ କା ଦର୍ଦ ହୈ ମୀଠା ମିଠା ପ୍ୟାରା ପ୍ୟାରା ସମୀର ଦେଶପାଣ୍ଡେ []
୨୦୧୪ ତୁମ୍‌ହାରୀ ପାଖି ବିକ୍ରମ ଖଳନାୟକ
୨୦୧୪–୨୦୧୫ ଶାସ୍ତ୍ରୀ ସିଷ୍ଟର୍‌ସ୍ ରଜନ ସରୀନ ମୁଖ୍ୟ ଭୂମିକା []
୨୦୧୫ ଟ୍ୱିଷ୍ଟ ୱାଲା ଲଭ୍ – ଫେରି ଟେଲ୍‌ସ୍ ରିମିକ୍ସଡ୍ ନମନ ଅଧ୍ୟାୟଗତ ଭୂମିକା
୨୦୧୬–୨୦୧୮ ଉଡ଼ାନ ସୁରଜ ରାଜବଂଶୀ ମୁଖ୍ୟ ଭୂମିକା []
୨୦୧୮–୨୦୧୯ ରାଘବ ଖାନ୍ନା
୨୦୧୯ ସୁପିୟାନା ପ୍ୟାର୍ ମେରା ମାଧବ / କ୍ରିଷ୍ଣା ଶର୍ମା ସହକାରୀ ଭୂମିକା [୧୦]
୨୦୧୯–୨୦୨୦ ନାଗିନ ୪ ଦେବ ପାରେଖ ମୁଖ୍ୟ ଭୂମିକା [୧୧]
୨୦୨୧ ଆପ୍‌କି ନଜରୋଁ ନେ ସମଝା ଦର୍ଶ ରାୱଲ [୧୨]
୨୦୨୨ ମୋସେ ଛାଲା କିୟେ ଜାୟେ ଅର୍ମାନ ଓବରାୟ
୨୦୨୩–୨୦୨୪ ତେରି ମେରି ଡୋରିୟାଁ ଅଙ୍ଗଦ ସିଂହ ବ୍ରାର
୨୦୨୪–୨୦୨୫ ଦୀୱାନିୟତ ଦେବ ଚୌଧୁରୀ
୨୦୨୫–ଏବେଯାଏଁ ଜାଗୃତି: ଏକ ନୟୀ ସୁଭା ସୁରଜ ଠାକୁର

ପ୍ରଯୋଜକ

[ସମ୍ପାଦନା]
ବର୍ଷ ଧାରାବାହିକ
୨୦୨୩ ଯାହାଁ ଚାନ୍ଦ ରେହତା ହୈ
୨୦୨୪–ଏବେଯାଏଁ ହୀର ତେ ଟେଡ୍ଡି ଖୀର୍
  1. "Vijayendra Kumeria celebrates his birthday on the sets of Sufiyana Pyaar Mera". timesofindia.indiatimes.com (in ଇଂରାଜୀ). 11 October 2019. Retrieved 16 January 2020.
  2. Patel, Ano (10 October 2014). "Gujaratis take the lead on prime time TV". The Times of India. Retrieved 18 February 2021.
  3. "'Udaan' actor Vijayendra Kumeria blessed with a baby girl". The Times of India (in ଇଂରାଜୀ). 23 October 2016. Retrieved 16 January 2020.
  4. "Vijayendra Kumeria: Competition makes an actor perform better onscreen". The Times of India. 5 October 2014. Retrieved 1 March 2016.
  5. ୫.୦ ୫.୧ Chaudhary, Neha (18 December 2019). "Vijayendra Kumeria: I do not want to restrict myself to just family dramas". The Times of India (in ଇଂରାଜୀ). Retrieved 14 January 2020.
  6. "Kumeria turns producer". Tribuneindia News Service (in ଇଂରାଜୀ). 10 October 2019. Retrieved 16 January 2020.
  7. Tiwari, Vijaya (27 May 2013). "Vijayendra Kumeria & Rajlaxmi to enter Pyar Ka Dard". The Times of India (in ଇଂରାଜୀ). Retrieved 18 February 2021.
  8. Coutinho, Natasha (22 February 2015). "We bond over seafood: Vijayendra Kumeria". Deccan Chronicle (in ଇଂରାଜୀ). Retrieved 16 January 2020.
  9. Maheshwri, Neha (15 February 2019). "Vijayendra Kumeria: It's too early for me to play father to an 18-year-old on 'Udann' - Times of India". The Times of India (in ଇଂରାଜୀ). Retrieved 27 January 2020.
  10. Maheshwri, Neha (12 August 2019). "Vijayendra Kumeria paired opposite Helly Shah in 'Sufiyana Pyaar Mera'". The Times of India (in ଇଂରାଜୀ). Retrieved 27 January 2020.
  11. "Vijayendra Kumeria says that 'Naagin 4' has enabled him to step out of his comfort zone". The Times of India (in ଇଂରାଜୀ). 13 December 2019. Retrieved 27 January 2020.
  12. Lehren, Team (2021-05-20). "Vijayendra Kumeria: I Like Darsh's Softer Side Compared To Angry One". Latest Bollywood & Hollywood Entertainment, News, Celebrity Gossip, Lifestyle, Originals, Regional & COVID Updates | Lehren (in ଆମେରିକୀୟ ଇଂରାଜୀ). Archived from the original on 2023-04-05. Retrieved 2021-10-22.

ବାହାର ଲିଙ୍କ୍

[ସମ୍ପାଦନା]