Jump to content

ବିଚିତ୍ରା

ଉଇକିପିଡ଼ିଆ‌ରୁ
ବିଚିତ୍ରା
ଜନ୍ମ (1973-03-07) ୭ ମାର୍ଚ୍ଚ ୧୯୭୩ (ବୟସ ୫୩)
Other nameଜୟନ୍ତି ଶାଜି
ପେଷାଅଭିନେତ୍ରୀ
ଜଣାଶୁଣାକୁକୁ ଉଇଥ୍ କୋମାଲି
ବିଗ୍ ବସ୍ (ତାମିଲ୍) ୭

ବିଚିତ୍ରା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ୨୦୨୩ ମସିହାରେ, ସେ ବିଗ୍ ବସ୍ (ତାମିଲ୍)ର ୭ମ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।

ସେଲଭାଙ୍କ ଥାଲାଇଭାସାଲ (୧୯୯୨)ରେ ସେ ମାଡିପୁ ହମ୍ସା ଭୂମିକାରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଏକ ବଡ଼ ସଫଳତା ଦେଇଥିଲା । ସେ ରସିଗାନ (୧୯୯୪), ମୁଥୁ (୧୯୯୫) ଓ ସୁୟାମବରାମ (୧୯୯୯)ରେ ସେ ସହାୟକ ଭୂମିକାରେ ଅଭିନୟ କରିଛନ୍ତି ।[୧] ସେ କିଛି ସମୟ ପାଇଁ ଟେଲିଭିଜନରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ନାଟକ ମାମି ଚିନ୍ନା ମାମିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବିବାହ ପରେ ସେ ପୁଣେରେ ବସବାସ କରୁଛନ୍ତି ଏବଂ ଚଳଚ୍ଚିତ୍ରରୁ ଅବସର ନେଇଛନ୍ତି ତଥାପି ସେ ଟେଲିଭିଜନରେ ସକ୍ରିୟ ଅଛନ୍ତି ।[୨]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଭିନେତା ୱିଲିୟମ୍ସ ଓ ମେରି ବସନ୍ତ (ବିଜୟା)ଙ୍କ ଝିଅ ଏବଂ ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ ଅଛନ୍ତି । ସେପ୍ଟେମ୍ବର ୨୦୧୧ରେ ଏକ ଡକାୟତି ସମୟରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା ।[୩]

  1. ↑ "Rasigan". indolink.com. Archived from the original on 8 May 2016. Retrieved 11 July 2018.{{cite web}}: CS1 maint: unfit URL (link)
  2. ↑ "Vichitras father murdered". indiaglitz.com. 14 September 2011. Archived from the original on 1 June 2017. Retrieved 11 July 2018.
  3. ↑ Mahalingam Ponnusamy (14 September 2011). "Hooded robbers kill actor's father". The Times of India. Retrieved 12 February 2014.