ବିକି ବାତ୍ରା
ଦେଖଣା
ବିକି ବାତ୍ରା | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ବିକି ବାତ୍ରା ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[୧][୨][୩] ସେ ଶକୁନ୍ତଳା, ଦେବୋଁ କା ଦେବ ମହାଦେବ, ଯୋଦ୍ଧା ଆକବର ଭଳି ଧାରାବାହିକରେ କାମ କରିଛନ୍ତି ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ | ଚରିତ୍ର |
|---|---|---|
| ୨୦୦୯ | ଶକୁନ୍ତଳା | ରାଜକୁମାର ମୃତ୍ୟୁଞ୍ଜୟ |
| ୨୦୧୨ | ଦେବୋଁ କା ଦେବ... ମହାଦେ | ଚନ୍ଦ୍ର |
| ୨୦୧୩-୧୫ | ଯୋଦ୍ଧା ଆକବର | ରାଜକୁମାର ସୁଜାମଲ |
| ୨୦୧୪ | ସୁପର୍କପ୍ ଭର୍ସେସ୍ ସୁପର୍ଭିଲିଆନ୍ | ଟ୍ରୀମ୍ୟାନ୍ |
| ୨୦୧୫ | ସୂର୍ଯ୍ୟପୁତ୍ର କର୍ଣ୍ଣ | ଧୃଷ୍ଟଦ୍ୟୁମ୍ନ |
| ୨୦୧୬ | ଫିଅର୍ ଫାଇଲ୍ସ | ରାହୁଲ |
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Vicky Batra