Jump to content

ବାହାରେ ବର୍ଷା

ଉଇକିପିଡ଼ିଆ‌ରୁ
ବାହାରେ ବର୍ଷା  
ଲେଖକସରୋଜ ବଳ
ମଲାଟ ଚିତ୍ରକରସରୋଜ ବଳ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଟାଇମପାସ
ପ୍ରକାଶ ତାରିଖ୨୦୦୪(ପ୍ରଥମ), ୨୦୧୨(ଚତୁର୍ଥ), ୨୦୨୪(ପଞ୍ଚମ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୦୩

ବାହାରେ ବର୍ଷା, ସରୋଜ ବଳଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଉପନ୍ୟାସ ।[] ପୁସ୍ତକଟିର ପ୍ରଥମ ସଂସ୍କରଣ ୨୦୦୪ ମସିହାରେ ପ୍ରକାଶ ପାଇଥିଲା । ପୁସ୍ତକ ଭାବରେ ପ୍ରକାଶିତ ହେବା ଆଗରୁ, ଏହା କାଦମ୍ବିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୨୦୨୪ ମସିହାରେ ଏହି ପୁସ୍ତକର ପଞ୍ଚମ ସଂସ୍କରଣ ପ୍ରକାଶିତ ହୋଇଥିଲା ।[]

  1. ବ୍ୟୁରୋ, ଓଡ଼ିଶା ସମ୍ବାଦ (27 September 2024). "କୋଡ଼ିଏ ବର୍ଷରେ 'ବାହାରେ ବର୍ଷା': ଏକ ପାଠକୀୟ ଆସର". Odisha Sambad. Retrieved 9 April 2025.
  2. Sahoo, Santosh Kumar (27 September 2024). "ଉପନ୍ୟାସ 'ବାହାରେ ବର୍ଷା'ର କୋଡ଼ିଏ ବର୍ଷ ପୂର୍ତ୍ତି ପାଇଁ ପାଠକୀୟ ଆସର". ଉପନ୍ୟାସ ବାହାରେ ବର୍ଷାର କୋଡ଼ିଏ ବର୍ଷ ପୂର୍ତ୍ତି ପାଇଁ ପାଠକୀୟ ଆସର. Retrieved 9 April 2025.