ବାହନ
ଆଧାର ଭୁଲ: ଅବୈଧ <ref>
ଟ୍ୟାଗ;
କୌଣସି ବି ନାମ ନଥିବା ଆଧାରର କିଛି ବିଷୟବସ୍ତୁ ଥିବା ଲୋଡ଼ା
![]() | ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ହିନ୍ଦୁ ପରମ୍ପରାରେ ସମସ୍ତ ଦେବୀ-ଦେବତାଙ୍କର ଅଲଗା ଅଲଗା ବାହନ ରହିଛନ୍ତି। ଦେବୀ-ଦେବତା ମାନେ ଅଲଗା ଅଲଗା ବାହନ ଉପରେ ବିରାଜମାନ କରିଛନ୍ତି।
କୁହାଯାଏ ଯେ, ପଶୁ,ପକ୍ଷୀଙ୍କର ଅବସ୍ଥିତିକୁ ଗୁରୁତ୍ବ ଦେବା ପାଇଁ ଦେବୀ-ଦେବତାମାନେ ନିଜର ବାହନ ରୂପେ ଧାରଣ କରିଛନ୍ତି। ଜାଣନ୍ତୁ କଣ ରହିଛି ଏହାର ଧାରଣା। ପଶୁ-ପକ୍ଷୀମାନେ ମଧ୍ୟ ଆମ ଜୀବନରେ ବହୁତ ମହତ୍ତ୍ବପୂର୍ଣ୍ଣ ଅଟନ୍ତି। ଏହାଛଡା ପ୍ରକୃତିର ସନ୍ତୁଳନ ରଖିବା ପାଇଁ ଯେତେ ଅଧିକ ଆପଶ୍ୟକତା ମଣିଷଙ୍କର ଥାଏ ସେତେ ଅଧିକ ଆବଶ୍ୟକତା ପଶୁ-ପକ୍ଷୀଙ୍କର ମଧ୍ୟ ରହିଛି। ସେତେବେଳେ ପ୍ରକୃତିର ମଧ୍ୟ ସନ୍ତୁଳନ ହୋଇଥାଏ। ଏଥିପାଇଁ ଦେବୀ-ଦେବତାଙ୍କ ସହିତ ଗୋଟିଏ ପଶୁ,ପକ୍ଷୀଙ୍କର ବାହନ ରହିବା ଆବଶ୍ୟକ ବୋଲି କୁହାଯାଏ। ଦେବୀ-ଦେବତା ସହ ଥିବା ପଶୁପକ୍ଷୀର ବାହନ ବିଶେଷ ପ୍ରକାର ମାନସିକ ଶକ୍ତିକୁ ଦର୍ଶାଇଥାନ୍ତି।
ଭଗବାନ ଶିବଙ୍କ ପାଖରେ ଥିବା ବାହନ ଦର୍ଶାଇଥାଏ କି କେଉଁ ଭଳି ମାନସିକ ଶକ୍ତି ତାଙ୍କ ପାଖରେ ରହିଛି। ଦେବି ଦୁର୍ଗାଙ୍କର ବାହାନ ମଧ୍ୟ ଦର୍ଶାଇଥାଏ ଦେବୀଙ୍କର କିଭଳି ମାନସିକ ଶକ୍ତି ରହିଛି। ଦେବୀ-ଦେବତାଙ୍କର ବାହନ ତାଙ୍କର ମାନସିକ ଶକ୍ତି କିପରି ରହିଛି ଦର୍ଶାଇଥାନ୍ତି। ଭଗବାନ ଶିବଙ୍କ ପାଖରେ ଥିବା ବାହନ ଦର୍ଶାଇଥାଏ କି କେଉଁ ଭଳି ମାନସିକ ଶକ୍ତି ତାଙ୍କ ପାଖରେ ରହିଛି। ଦେବି ଦୁର୍ଗାଙ୍କର ବାହାନ ମଧ୍ୟ ଦର୍ଶାଇଥାଏ ଦେବୀଙ୍କର କିଭଳି ମାନସିକ ଶକ୍ତି ରହିଛି। ଏହାର ରାଶି ସହିତ ମଧ୍ୟ ସମ୍ବନ୍ଧ ରହିଛି। ଦେବୀ-ଦେବତାଙ୍କର ବାହନ ତାଙ୍କର ମାନସିକ ଶକ୍ତି କିପରି ରହିଛି ଦର୍ଶାଇଥାନ୍ତି।
ଭଗବାନ ଶିବଙ୍କର ବାହନ ବୃଷଭ। ଭଗବାନ ଶିବ ମାନସିକ ଶକ୍ତିକୁ ନିୟନ୍ତ୍ରୀତ କରିଥାନ୍ତି। ଏହିଭଳି ଭାବେ ଅନ୍ୟ ଦେବୀ-ଦେବତାଙ୍କ ସହିତ ମଧ୍ୟ ଏମିତି ହୋଇଥାଏ।