ବାଳ କର୍ବେ
ଦେଖଣା
ବାଳ କର୍ବେ | |
|---|---|
| ଜନ୍ମ | ୨୫ ଅଗଷ୍ଟ ୧୯୩୦ |
| ମୃତ୍ୟୁ | ୨୮ ଅଗଷ୍ଟ ୨୦୨୫ (ବୟସ ୯୫) |
| ବୃତ୍ତି(ସମୂହ) | ଅଭିନେତା, ସିଭିଲ୍ ଇଞ୍ଜିନିୟର୍ |
| ସକ୍ରିୟ ବର୍ଷ | ୧୯୭୭–୨୦୦୯ |
ବାଳ କର୍ବେ (Marathi: बाळ कर्वे; ୨୫ ଅଗଷ୍ଟ ୧୯୩୦ – ୨୮ ଅଗଷ୍ଟ ୨୦୨୫) ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ମରାଠୀ ଟେଲିଭିଜନ ଓ ଥିଏଟର ଆଦିରେ କାମ କରୁଥିଲେ ।[୧]
ମରାଠୀ ଧାରାବାହିକ
[ସମ୍ପାଦନା]ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଚିମାନରାଓ ଗୁଣ୍ଡ୍ୟାଭାଉରେ ତାଙ୍କ ଅଭିନୀତ ଭୂମିକା ଗୁଣ୍ଡ୍ୟାଭାଉ ପାଇଁ ଜଣାଶୁଣା ।[୨]
ମରାଠୀ ମଞ୍ଚ
[ସମ୍ପାଦନା]କର୍ବେ ୧୯୭୮ ମସିହାର ନାଟକ ସୂର୍ଯ୍ୟଚି ପିଲ୍ଲେର ଜଣେ ମୂଳ ଅଭିନେତା ଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଦାମୁ କେଙ୍କ୍ରେ ।[୩]
ମୃତ୍ୟୁ
[ସମ୍ପାଦନା]୨୦୨୫ ମସିହାର ଅଗଷ୍ଟ ୨୮ ତାରିଖରେ, ତାଙ୍କ ୯୫ ତମ ଜନ୍ମଦିନର ଠିକ୍ ତିନିଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪]
ସମ୍ମାନ
[ସମ୍ପାଦନା]- ୨୦୧୮ ମସିହାର ଜୀ ନାଟ୍ୟ ଗୌରବ ପୁରସ୍କାର ଉତ୍ସବରେ, ସେ ଜୀବନ ଗୌରବ ପୁରସ୍କାର ପାଇଥିଲେ ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୭୮: ବନ୍ୟବାପୁ
- ୧୯୮୨: ଚଟକ ଚାନ୍ଦିନୀ
- ୧୯୯୧: ଗୋଦି ଗୁଲାବି
- ୧୯୯୩: ଲାପାଣ୍ଡବ
ଆଧାର
[ସମ୍ପାଦନା]- ↑ "ब्रेकींग मराठी न्यूज". Loksatta (in ମରାଠୀ). 13 June 2016. Retrieved 6 May 2025.
- ↑ "THE LONG RUN". Indian Express. The Indian Express ltd. Retrieved 12 April 2018.
- ↑ "Herbarium to revive Marathi musical theatre". DNA India. Diligent Media Corporation Ltd. Retrieved 12 April 2018.
- ↑ "Bal Karve: 'गुंड्याभाऊ' काळाच्या पडद्याआड! ज्येष्ठ अभिनेते बाळ कर्वे यांचं ९५ व्या वर्षी निधन". Lokmat. 28 August 2025. Retrieved 28 August 2025.
- ↑ "Bal Karve Felicitated with Zee Jeevan Gaurav Award | Zee Natya Gaurav 2018". Youtube.com. Youtube. Retrieved 12 April 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଳ କର୍ବେ