ବାଲୂ ଗୁପ୍ତେ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Balkrishna Pandharinath Gupte | |||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Legbreak googly | |||||||||||||||||||||||||||||||||||||||
| ସମ୍ପର୍କୀୟ | Subhash Gupte (Brother) | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 100) | 13 January 1961 v Pakistan | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 5 March 1965 v New Zealand | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] | ||||||||||||||||||||||||||||||||||||||||
ବାଳକୃଷ୍ଣ ପାନ୍ଧରିନାଥ ଗୁପ୍ତେ
pronunciation (help·info) (ଜନ୍ମ ଅଗଷ୍ଟ 30 , 1934 -ପରଲୋକ 5 ଜୁଲାଇ 2005) ଜଣେ ପୂର୍ବତନ ଭାରତୀୟ କ୍ରିକେଟର । ସେ ଜଣେ ସ୍ପିନ ବୋଲର ଥିଲେ ।
ଗୁପ୍ତେବୋମ୍ବେରେ ଜନ୍ମଗ୍ରହଣ କରି 1960-61 ମସିହାରେ ତାଙ୍କର ପ୍ରଥମ ଟେଷ୍ଟ ମଦ୍ରାସଠାରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲେ । ସେ ଭାରତ ପାଇଁ 1960ରୁ 1965 ମଧ୍ୟରେ 3ଟି ଟେଷ୍ଟ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ 1953 ମସିହାରୁ 1968 ମସିହା ଯାଏ ଖେଳି ଥିଲେ। ଏହି ସମୟ ମଧ୍ୟରେ ସେ ବୋମ୍ବେ , ବେଙ୍ଗଳ ଓ ରେଳବାଇ ତରଫରୁ ଖେଳିଥିଲେ ।
ତାଙ୍କର ସାନ ଭାଇ ସୁଭାଷ ଗୁପ୍ତେ ଭରତର ନାମଜାଦା ସ୍ପିନ ବୋଲର ଭାବରେ ଖେଳିଥିଲେ ।