ବାମବାରା ଉଇକିପିଡ଼ିଆ
ଦେଖଣା
| Wikipedia-logo-v2-bm.svg | |
| ୟୁ.ଆର.ଏଲ | bm.wikipedia.org |
|---|---|
| ବ୍ୟବସାୟିକ | ନାହିଁ |
| ସାଇଟର ପ୍ରକାର | ଇଣ୍ଟରନେଟ ଏନସାଇକ୍ଲୋପିଡ଼ିଆ |
| ରେଜେଷ୍ଟ୍ରିକରଣ | ବାଧ୍ୟତାମୂଳକ ନୁହେଁ |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | ଉଇକିମିଡିଆ ଫାଉଣ୍ଡେସନ |
ବାମବାରା ଉଇକିପିଡ଼ିଆ ଉଇକିପିଡ଼ିଆର ବାମବାରା ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୫ ମସିହାରେ ଆରମ୍ଭ ହୋଇଥିଲା ।[୧][୨] ଏହି ଭାଷା ମୁଖ୍ୟତଃ ଆଫ୍ରିକାର ମାଲି, ବର୍କିନା ଫାସୋ ଓ ସେନେଗାଲ ଆଦି ସ୍ଥାନରେ ବ୍ୟବହାର କରାଯାଏ । ୨୦୨୬ ଜାନୁଆରୀ ସୁଦ୍ଧା ଏଥିରେ ୯୧୫ଟି ପ୍ରସଙ୍ଗ ରହିଛି ।
ଆଧାର
[ସମ୍ପାଦନା]- ↑ Lih, p. 158. Partial preview of relevant content, starting with "Nevertheless, one of those kick-start seed communities in Africa[...]"
- ↑ Cohen, Noam. "African Languages Grow as a Wikipedia Presence." (Print) The New York Times. August 26, 2006. Retrieved on April 5, 2014.
- Lih, Andrew. The Wikipedia Revolution: How a Bunch of Nobodies Created the World's Greatest Encyclopedia. Hyperion, New York City. 2009. First Edition. ISBN 978-1-4013-0371-6 (alkaline paper).
ବାହାର ଲିଙ୍କ୍
[ସମ୍ପାଦନା] ବାମବାରା ଉଇକିପିଡ଼ିଆ edition of Wikipedia, the free encyclopedia
- (in Bambara) Bambara Wikipedia (Mobile)
- Geekcorps Mali (Archive)