ବାଣୀଶ୍ରୀ
ଦେଖଣା
ବାଣୀଶ୍ରୀ | |
|---|---|
| ଜନ୍ମ | କର୍ଣ୍ଣାଟକ, ଭାରତ |
| ଜାତୀୟତା | ଭାରତ |
| ବୃତ୍ତି | ଅଭିନେତ୍ରୀ |
| ସନ୍ତାନ | ୧ |
ବାଣୀଶ୍ରୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ କନ୍ନଡ଼ା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧][୨] ଅଭିନେତ୍ରୀ ଭାବରେ ତାଙ୍କର କେତେକ ଉଲ୍ଲେଖନୀୟ କଥାଚିତ୍ର ମଧ୍ୟରେ ସ୍ପର୍ଶ (୨୦୦୦), ନାନ୍ ହେଣ୍ଡତି ଚେନ୍ନାଗିଡାଲ (୨୦୦୦), ଗଲିପତା (୨୦୦୮) ଓ ଚୌକା (୨୦୧୭) ଆଦି ଅନ୍ତର୍ଭୁକ୍ତ ।
ଅଭିନୟ ଜୀବନ
[ସମ୍ପାଦନା]ବିଗ୍ ବସ୍ କନ୍ନଡ଼ (୪ର୍ଥ ସଂସ୍କରଣ) ସମେତ କନ୍ନଡ଼ ଭାଷାରେ ୯୦ରୁ ଅଧିକ କଥାଚିତ୍ର ଏବଂ ଅନେକ ଟେଲିଭିଜନ ଧାରାବାହିକ ଓ କାର୍ଯ୍ୟକ୍ରମରେ ସେ ଅଭିନୟ କରିଛନ୍ତି ।[୩][୪][୫][୬]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚେନାଲ୍ | ଭାଷା | ମନ୍ତବ୍ୟ |
|---|---|---|---|---|---|
| ୨୦୧୬ | ବିଗ୍ ବସ୍ କନ୍ନଡ଼ା | ପ୍ରତିଯୋଗି | କଲର୍ସ କନ୍ନଡ଼ା | କନ୍ନଡ଼ା | ୪ର୍ଥ ସଂସ୍କରଣ |
| ୨୦୧୭-୨୦୧୮ | ନନ୍ଦିନୀ | ମାଧବୀ | ସନ୍ ଟିଭି | ତାମିଲ | |
| ୨୦୧୯ | ପ୍ରେମଲୋକ | ଷ୍ଟାର୍ ସୁର୍ବର୍ଣ୍ଣା | କନ୍ନଡ଼ା | ||
| ୨୦୨୦ | ସୀତା ବଲ୍ଲଭା | ଦେବିକା | କଲର୍ସ କନ୍ନଡ଼ା | କନ୍ନାଡ଼ା |
ଆଧାର
[ସମ୍ପାଦନା]- ↑ "Indian Kannada Actress Vanishri Photos Set-1". kannadatimes.com. Archived from the original on 2018-05-15.
- ↑ "CHILDREN'S FILM 'HOO MANASU' READY FOR RELEASE, GETS U/A". cinecircle.in. Archived from the original on 2018-05-14.
- ↑ "Padma Kumta Filmography". chitratara.com/. Archived from the original on 2018-05-14.
- ↑ Megha, P malnad (10 October 2016). "Bigg Boss Kannada 4 Contestants list: Malavika Avinash, Vanishri, Kirik Keerthi others in Sudeep's show". ibtimes.co.in. Archived from the original on 14 May 2018.
- ↑ "Who is 16th contestant in Bigg Boss?". timesofindia.indiatimes.com. Archived from the original on 2016-11-28.
- ↑ "Bigg Boss 4 Kannada: Here are the list of contestants in Kiccha Sudeep's show!". india.com. Archived from the original on 2018-05-14.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଣୀଶ୍ରୀ