ବାଙ୍ଗିରିପୋଷି
ଦେଖଣା
(ବାଙ୍ଗିରିପୋଶିରୁ ଲେଉଟି ଆସିଛି)
| ବାଙ୍ଗ୍ରିପୋଷି | |
| — ସହର — | |
| ଦିଗବାରେଣି | 22°10′0″N 86°32′0″E / 22.16667°N 86.53333°E |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଭାରତର ଜିଲାସବୁ | ମୟୁରଭଞ୍ଜ |
| ପାଖ ସହର | ବାରିପଦା |
| ସଂସଦ | ବାଙ୍ଗ୍ରିପୋଷି |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ବାଙ୍ଗ୍ରିପୋଷି ,ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ସହର ଓ ନିର୍ବାଚନ ମଣ୍ଡଳୀ ।
ବାଙ୍ଗିରିପୋଷି ଏକ ସହର ଯାହା ସମୁଦ୍ର ପତ୍ତନଠାରୁ ୫୭୧ ଫୁଟ ଉର୍ଧରେ ଅବସ୍ତିତ।
ଇତିହାସ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଏହା ଶିମିଳିପାଳ ପାଦ ଦେଶରେ ଅଛି । ଏଠି ଅନେକ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଅଛି । ଏଠାରେ ରହିବା ପାଇ ମଧ୍ୟ ସୁବିଧା ରହିଛି ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |