ବଶିଷ୍ଠ ମନ୍ଦିର

ଉଇକିପିଡ଼ିଆ‌ରୁ

An article related to
ହିନ୍ଦୁ ଧର୍ମ

Hinduism

Hinduଇତିହାସ

Portal:Hinduism

Hinduism Portal
Hindu Mythology Portal

ବଶିଷ୍ଠ ମନ୍ଦିର, ଭାରତୀୟ ରାଜ୍ୟ ଆସାମର ଗୁୱାହଟି ସହରର ଦକ୍ଷିଣ - ପୂର୍ବ କୋଣ ଅଞ୍ଚଳରେ 1764 [୧]</ref>ମସିହାରେ ଆହୋମ ରାଜାଙ୍କଦ୍ୱାରା ନିର୍ମିତ ଏକ ଶିବ ମନ୍ଦିର ପରିସର ।ରାଜା ସେଠାରେ ଆଶ୍ରମ ପାଇଁ 835 ବିଘା ସ୍ଥାନ ପ୍ରଦାନ କରିଥିଲେ । ବେଦିକ ସମୟରେ ମହାମୁନି ବଶିଷ୍ଠ ସେଠାରେ ଆଶ୍ରମ ସ୍ଥାପନ କରିଥିବା କୁହା ଯାଏ ।   ପର୍ବତରୁ ବହି ଆସିଥିବା ଝରଣା କୁଳରେ ବଶିଷ୍ଠଙ୍କ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ଏହି ଝରଣା ମେଘାଲୟର ପ୍ରବାତରୁ ବାହାରି ପରେ ବାଶିଷ୍ଠ ନଦୀ ଓ ଭରାଲୁ ନଦୀ ଭାବରେ ପ୍ରବାହିତ ହେଇଥାଏ । 

ବଶିଷ୍ଠ ଆଶ୍ରମ ଓ ମନ୍ଦିର [ସମ୍ପାଦନା]

Basistha Temple, Guwahati, built by Ahom king Swargadeo Rajeswar Singha in mid 18th century

ଆଶ୍ରମ ଗୁୱାହଟି ସହରରୁ 10-12 କିଲୋମିଟର ଦୂରରେ ଅବସ୍ଥିତ । ଏହା ନିକଟରେ ଗରଭଙ୍ଗା ରିଜର୍ଭ ଜଙ୍ଗଲ ରହିଛି ଓ ସେଠାରେ ବହୁ ସଂଖ୍ୟାରେ ହାତୀ ରହିଥାନ୍ତି । ଏଠାରେ ବାଶିଷ୍ଠ ମନ୍ଦିର ରହିଥିଲେ ମଧ୍ୟ ବାଶିଷ୍ଠ ତପସ୍ୟା କରୁଥିବା ଗୁମ୍ଫା ଅରଣ୍ୟର ଭିତରକୁ 5 କିଲୋମିଟର ଦୂରରେ ରହିଛି । ଝରଣା ତୀ ଆଶ୍ରମ ନିକଟରେ ଏକ ଜଳପ୍ରପାତ ସୃଷ୍ଟିକରିଥାଏ । 

ଆଧାର  ସମୂହ [ସମ୍ପାଦନା]

  1. ref>Deb, Dr P S. "Shiv Temple at Basistha Ashram, Assam". ShivShankar.in. ShivShankar.in.