ବନ୍ଧୁ (କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବନ୍ଧୁ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକକୁସୁମ ଧନୁକା
ସଂଳାପ(ସଂଳାପ):
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରଭିକ୍ଟର ବାନାର୍ଜୀ, ସୋମା ଚକ୍ରବର୍ତ୍ତୀ, ପ୍ରସନ୍ନ‌ଜିତ୍ ଚାଟାର୍ଜୀ, କୁନା ତ୍ରିପାଠୀ, ନାରାୟଣ ଦାସ, ରଜତଭ ଦାସ
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା, ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାବଙ୍ଗଳା/ଓଡ଼ିଆ

ବନ୍ଧୁ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଏବଂ ବଙ୍ଗାଳୀ ଚଳଚ୍ଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁସୁମ ଧନୁକା । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୋମା ଚକ୍ରବର୍ତ୍ତୀ, ପ୍ରସନ୍ନ‌ଜିତ୍ ଚାଟାର୍ଜୀ । ଭିକ୍ଟର ବାନାର୍ଜୀ, ଡୋଲା ଚୌଧୁରୀ, ନାରାୟଣ ଦାସ, ରଜତଭ ଦାସ, ଶ୍ୟାମଲା ଦତ୍ତ, ସ୍ୱସ୍ତିକା ମୁଖାର୍ଜୀ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ଭିକ୍ଟର ବାନାର୍ଜୀ
  • ସୋମା ଚକ୍ରବର୍ତ୍ତୀ
  • ପ୍ରସନ୍ନ‌ଜିତ୍ ଚାଟାର୍ଜୀ
  • ଡୋଲା ଚୌଧୁରୀ
  • ନାରାୟଣ ଦାସ
  • ରଜତଭ ଦାସ
  • ଶ୍ୟାମଲା ଦତ୍ତ
  • ସ୍ୱସ୍ତିକା ମୁଖାର୍ଜୀ
  • କୁନା ତ୍ରିପାଠୀ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ ଏବଂ ଶାନ୍ତିରାଜ ଖୋସ୍‌ଲା ।

ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବନ୍ଧୁ