Jump to content

ବନ୍ଦନା ବିଠଲାନୀ

ଉଇକିପିଡ଼ିଆ‌ରୁ
ବନ୍ଦନା ବିଠଲାନୀ
ଜନ୍ମ (1979-01-26) ୨୬ ଜାନୁଆରୀ ୧୯୭୯ (ବୟସ ୪୬)
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ଶିକ୍ଷାସ୍କୁଲ - ନ୍ୟୁ ଏରା ହାଇ ସ୍କୁଲ, ପଞ୍ଚଗନି, ମହାରାଷ୍ଟ୍ର
କେଲଜ - ଜୟ ହିନ୍ଦ କଲେଜ, ମୁମ୍ବାଇ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ପ୍ରସିଦ୍ଧିସାଥ୍ ନିଭାନା ସାଥିୟାଁ
ଶଶୁରାଲ୍ ସିମଲ୍ କା
ବୈବାହିକ-ସାଥୀବିପୁଳ ବିଠଲାନୀ
ସନ୍ତାନ

ବନ୍ଦନା ବିଠଲାନୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ସାଥ୍ ନିଭାନା ସାଥିୟା (୨୦୧୦ – ୨୦୧୭)ରେ ସେ ଉର୍ମିଳା ଶାହା ଭୂମିକାରେ ଅଭିନୟ ପାଇଁ ପରିଚିତା ।[] ୨୦୨୦ ମସିହାରେ, ସେ ଏହି ଧାରାବାହିକରେ ୨ୟ ସସ୍କରଣରେ ମଧ୍ୟ ସେହି ଉର୍ମିଳା ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଷ୍ଟାର ପ୍ଲସ୍‌ର ସବୁଠାରୁ ଲମ୍ବା ସମୟ ଧରି ଚାଲୁଥିବା ଧାରାବାହିକ ସାଥ୍ ନିଭାନା ସାଥିୟା (୨୦୧୦–୨୦୧୭) ଜରିଆରେ ଟେଲିଭିଜନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

ଜୁଲାଇ ୨୦୧୭ ମସିହାରେ ସାଥ୍ ନିଭାନା ସାଥିୟା ଶେଷ ହେବା ପରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସିମର୍ କାରେ ଭୈରବୀ ଧନରାଜ କପୁର ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୮ ମସିହାରେ ସେ ଷ୍ଟାର୍ ଭାରତର ଥ୍ରୀଲର୍ ଫିଲ୍ମ କାଲ୍ ଭୈରବ ରହସ୍ୟ-୨ରେ ଅଭିନୟ କରିଥିଲେ ।[] ୨୦୧୯ ମସିହାରେ ସେ ଜୀ ଟିଭିର ହମାରୀ ବହୁ ସିଲ୍କ ଏବଂ ଷ୍ଟାର ଭାରତର ମୁସ୍କାନରେ ନଜର ଆସିଥିଲେ ।[]

୨୦୨୦ ମସିହାରେ, ସେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହି ସାଥ୍ ନିଭାନା ସାଥିୟା-୨ରେ ଏକ କ୍ୟାମିଓ କରିଥିଲେ ।[] ମାର୍ଚ୍ଚ ୨୦୨୧ରେ, ସେ ଷ୍ଟାର ପ୍ଲସ୍‌ର ପାଣ୍ଡ୍ୟା ଷ୍ଟୋର୍‌ରେ କାମିନୀ ଭୂମିକାରେ ଅଭିନୟ କରିଥିଲେ ।[] ଅଗଷ୍ଟ ୨୦୨୧ରେ, ସେ ତେରା ମେରା ସାଥ ରହେରେ ରମିଳା ଭୂମିକାରେ ଅଭିନୟ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୦–୨୦୧୭ ସାଥ୍ ନିଭାନା ସାଥିୟା ଉର୍ମିଳା ଜୀତୁ ଶାହା
୨୦୧୭–୨୦୧୮ ଶଶୁରାଲ୍ ସିମର୍ କା ଭୈରବୀ ଧନରାଜ କପୁର
୨୦୧୮ କାଲ ଭୈରବ ରହସ୍ୟ ୨ ପ୍ରିନ୍ସିପାଲ୍ ହେମାଙ୍ଗି
୨୦୧୯ ମୁସ୍କାନ
ହମାରୀ ବହୂ ସିଲ୍କ ଜାନକୀ
୨୦୨୦ ସାଥ୍ ନିଭାନା ସାଥିୟା ୨ ଉର୍ମିଳା ଜୀତୁ ଶାହା କ୍ୟାମିଓ
୨୦୨୧–୨୦୨୨ ପାଣ୍ଡ୍ୟା ଷ୍ଟୋର୍ କାମିନୀ ଦିବେଦୀ ଠାକ୍କର
ତେରା ମେରା ସାଥ ରହେ ରମିଲା ଆନନ୍ଦ ଜୋଶୀ
୨୦୨୨ ସୁଭ ଶଗୁନ ଅର୍ଚ୍ଚନା
ନାଥ ରିସ୍ତୋଁ କି ଅଗ୍ନିପରୀକ୍ଷା ଡି.ଏମ୍. ସାହିବା କ୍ୟାମିଓ
୨୦୨୩–୨୦୨୪ ଜୀତ୍‌ର ଜେଜେମା
ଦିଲ୍ ଦିୟାଁ ଗଲ୍ଲାଁ
୨୦୨୩ ଚଷମିଷ ବିନ୍ଦୁ ଚୋପ୍ରା
୨୦୨୪–ଏବେଯାଏଁ ଇଉନାଇଟେଡ୍ ଷ୍ଟେଟ୍ ଅଫ୍ ଗୁଜରାଟ
  1. Sadhna (23 July 2020). "Saath Nibhaana Saathiya actress Vandana Vithlani selling rakhis online after non-payment of dues". India Today (in ଇଂରାଜୀ). Retrieved 2021-01-19.
  2. "Saath Nibhana Saathiya Season 2 to launch in October". The Indian Express (in ଇଂରାଜୀ). 2020-08-28. Retrieved 2020-12-01.
  3. Sadhna (23 July 2020). "Saath Nibhaana Saathiya actress Vandana Vithlani selling rakhis online after non-payment of dues". India Today (in ଇଂରାଜୀ). Retrieved 2021-01-19.
  4. "Vandana Vithlani to play Rohan Mehra's mom on Sasural Simar Ka - Times of India". The Times of India (in ଇଂରାଜୀ). Retrieved 2021-01-19.
  5. "'Hamari Bahu Silk' actress Vandana Vithlani: I'm making rakhis and selling them to earn money - Times of India". The Times of India (in ଇଂରାଜୀ). Retrieved 2021-01-19.
  6. "VIDEO: TV actress Vandana Vithlani speaks about her show Saath Nibhaana Saathiya". www.indiatvnews.com (in ଇଂରାଜୀ). 2020-11-04. Retrieved 2021-01-19.
  7. admin (2020-05-18). "Hamari Bahu Silk actors demand salary via video". ABP Live (in ଇଂରାଜୀ). Retrieved 2021-01-19.
  8. "When there's work, I grab it and on dull days, I indulge myself creatively in other ways: Vandana Vithlani". The Times of India. ISSN 0971-8257. Retrieved 2023-03-05.
  9. "Vandana Vithlani talks about Tera Mera Saath Rahe: 'I am happy that work has come to me during this pandemic'". PINKVILLA (in ଇଂରାଜୀ). 2021-07-30. Archived from the original on 2023-03-05. Retrieved 2023-03-05.

ବାହାର ଲିଙ୍କ୍

[ସମ୍ପାଦନା]