Jump to content

ବନିତା ବସୁ

ଉଇକିପିଡ଼ିଆ‌ରୁ
ବନିତା ବସୁ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୭–ଏବେଯାଏଁ
ପ୍ରସିଦ୍ଧି
  • ତର୍କା
  • କଦିନା ବେଙ୍କି
  • ଉତ୍କର୍ଷ
ବୈବାହିକ-ସାଥୀସୁନ୍ଦର

ବନିତା ବସୁ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ କନ୍ନଡ଼ା ଭାଷାର କଥାଚିତ୍ର ଜଗତରେ କାମ କରନ୍ତି ।[] ଆଗନ୍ତୁକ (୧୯୮୭), କାଦିନା ବେଙ୍କି (୧୯୮୮), ତରକା (୧୯୮୯), ଉତ୍କର୍ଷ (୧୯୯୦) ଓ ନାଗମଣ୍ଡଳ (୧୯୯୭) ଆଦି କଥାଚିତ୍ରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ସେ ଜଣାଶୁଣା ।

ସେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଏବଂ ଏମ୍‌ଇଏସ୍ କଲେଜରୁ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ । ସେ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ।[]

  1. "Straight answers". The Times of India. 13 December 2004.
  2. "What happens when villain chasing heroine gets a hug from her?". asianetnews.com. Archived from the original on 7 March 2018. Retrieved 7 March 2018.

ବାହାର ଲିଙ୍କ୍

[ସମ୍ପାଦନା]