ବନମାଳା ପାୱାର
ଦେଖଣା
ବନମାଳା ପାୱାର | |
|---|---|
୯୦ ବର୍ଷ ବୟସରେ ବନମାଳା ଦେବୀ (ମଝି) | |
| ଜନ୍ମ | ୨୩ ମଇ ୧୯୧୫ ଉଜ୍ଜୟିନୀ, ବ୍ରିଟିଶ ଭାରତ |
| ମୃତ୍ୟୁ | ୨୯ ମଇ ୨୦୦୭ (ବୟସ ୯୨) |
ବନମାଳା ବା ବନମାଳା ଦେବୀ[୧] (୧୯୧୫-୨୦୦୭) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଓ ମରାଠୀ ଭାଷାର କଥାଚିତ୍ର ଜଗତରେ କାମ କରୁଥିଲେ । ୧୯୫୪ ମସିହାରେ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଗୋଲ୍ଡେନ୍ ଲୋଟସ୍ ପୁରସ୍କାର (ସ୍ୱର୍ଣ୍ଣ କମଳ) ଜିତିଥିବା ମରାଠୀ ଚଳଚ୍ଚିତ୍ର ଶ୍ୟାମଚି ଆଇରେ ମାଆ ଭୂମିକାରେ ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା ।[୨][୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୬୫: ଶ୍ରୀ ରାମ ଭରତ ମିଳନ
- ୧୯୫୩ ନାଗ ପଞ୍ଚମୀ
- ୧୯୫୩: ଶ୍ୟାମଚି ଆଇ... - ଶ୍ୟାମର ମାଆ
- ୧୯୪୮: ଆଜାଦି କି ରାହା ପର୍
- ୧୯୪୭: ହାତୀମତାଇ
- ୧୯୪୫: ଆରତୀ
- ୧୯୪୫: ପରିନ୍ଦେ
- ୧୯୪୪: ଦିଲ୍ କି ବାତ୍
- ୧୯୪୪: କାଦମ୍ବରୀ (ବନମାଳା ଭାବରେ)
- ୧୯୪୪: ପର୍ବତ ପେ ଅପନା ଡେରା... ମୀରା ଦେବୀ
- ୧୯୪୪: ମହାକବି କାଳିଦାସ (ବନମାଳା ଭାବରେ)
- ୧୯୪୩: ମୁସ୍କୁରାହାଟ୍
- ୧୯୪୩: ସେହେନ୍ସା ଆକବର
- ୧୯୪୨: ରାଜା ରାଣୀ... - ରାଣୀ
- ୧୯୪୨: ବସନ୍ତସେନା... - ବସନ୍ତସେନା
- ୧୯୪୧: ପାଯାଚି ଦାସି... - ବିଦ୍ୟା
- ୧୯୪୧: ସିକନ୍ଦର... - ରୁକ୍ସାନା
- ୧୯୪୦: ଲାପଣ୍ଡବ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Vanmala – Profile". Cineplot. Cineplot. Retrieved 29 March 2018.
- ↑ "Shyamchi Aai won the President's Gold Medal". The Times of India. Bennett, Coleman & Co. Ltd. Retrieved 30 March 2018.
External links
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବନମାଳା ପାୱାର