Jump to content

ବନଗୁଜ୍ଜରୀ

ଉଇକିପିଡ଼ିଆ‌ରୁ
ବନଗୁଜ୍ଜରୀ
  • گُوجَری
  • वन गुज्जरी
ପକ୍ଷୀ ବିଶେଷଜ୍ଞ ତୌକୀର ଆଲାମ ବନଗୁଜ୍ଜରୀରେ ନିଜର ପରିଚୟ ଦେଉଛନ୍ତି
Native toଭାରତ, ନେପାଳ, ଓ ଅନ୍ୟଠାରେ
ଜାତିସତ୍ତାବନଗୁଜ୍ଜର
ଇଣ୍ଡୋ-ଇଉରୋପୀୟ
ତକରି, ପାରସୀ-ଆରବୀ ଲିପି, ଦେବନାଗରୀ
ଭାଷା କୋଡ୍
ISO ୬୩୯-୩
ଗ୍ଲୋଟୋଲୋଗeast2311

ବନଗୁଜ୍ଜରୀ ଏକ ଗୁଜରୀ ଉପଭାଷା ଏବଂ ଭାରତର ବନଗୁଜ୍ଜରମାନଙ୍କ ମୂଳ ଭାଷା । ବନଗୁଜ୍ଜରମାନେ ମୁଖ୍ଯତଃ ଉତ୍ତରାଖଣ୍ଡର ଶିବାଲିକ ପାହାଡ଼[][] ଓ ଭାବର ଅଞ୍ଚଳରେ ଏବଂ ଭାରତର ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ତଥା ନେପାଳର ତରାଇ ଅଞ୍ଚଳରେ ବାସକରନ୍ତି।[] ବନଗୁଜ୍ଜରୀ ଡୋଗ୍ରୀ ଏବଂ ପଞ୍ଜାବୀ ସହ ସମ୍ଭନ୍ଧିତ |[] ୨୦୨୪ ସୁଦ୍ଧା, ୧୭୦ରୁ ଅଧିକ ଶିଶୁସାହିତ୍ୟ ପୁସ୍ତକ ପିଲାମାନଙ୍କୁ ବନଗୁଜ୍ଜରୀ ଶିଖାଇବା ପାଇଁ ଅନୁବାଦ କରାଯାଇଥିଲା।[][] ପ୍ରକୃତି ସଂରକ୍ଷକ ତୌକୀର ଆଲାମ ବନଗୁଜ୍ଜରୀରେ ବନଗୁଜ୍ଜର ସମ୍ପ୍ରଦାୟର ପାରମ୍ପାରିକ ଜ୍ଞାନ ଏବଂ ସାହିତ୍ୟ ଅନ୍ତର୍ଭୁକ୍ତ କରି ତିନୋଟି ପୁସ୍ତକ ପ୍ରକାଶ କରିଛନ୍ତି।[]

  1. ୧.୦ ୧.୧ Pal, Sanchari (2016-09-03). "Nomads of the Himalayas : A Fascinating Glimpse into the Rarely-Seen Forest World of the Van Gujjars". The Better India (in ଆମେରିକୀୟ ଇଂରାଜୀ). Retrieved 2024-10-03.
  2. "Teaching the Nomads in the Wild, India". UNESCO Institute for Lifelong Learning. Rural Litigation and Entitlement Kendra (RLEK) and UNESCO. 23 May 2024.
  3. Menon, Pranav (24 June 2021). "A Long Struggle For Indigeneity: The Story Of Van Gujjars And Their Search For A Tribal Identity". Adivasi Lives Matter (in ଇଂରାଜୀ). Retrieved 11 December 2024.
  4. "Free Online Children's Stories To Read | StoryWeaver". storyweaver.org.in/ (in ଇଂରାଜୀ). Retrieved 11 December 2024.
  5. ୫.୦ ୫.୧ "Fellow Update: Taukeer Alam". Inlaks Shivdasani Foundation (in ଇଂରାଜୀ). Retrieved 2024-10-03.

ପଠନତାଲିକା

[ସମ୍ପାଦନା]
  • Alam, Taukeer (April 2024). Vana Gujjarī Kahāniyāṃ. Maee.
  • Alam, Taukeer (April 2024). Vana Gujjarī Hindī Śabdakośa. Maee.
  • Alam, Taukeer (April 2024). Vana Gujjarī Baiṃta: Vana Gujjarī Gīta. Maee.
  • Alam, Taukeer (April 2024). Bajarāta Te Khvāna: Vana Gujjarī Paheliyām̐ Aura Lokokatiyām̐. Maee.