ବତୀଘର
ବତୀଘର | |
---|---|
ନିର୍ଦ୍ଦେଶକ | ଅନନ୍ତ ମହାପାତ୍ର |
ପ୍ରଯୋଜକ | ଜୟନ୍ତ କୁମାର |
କାହାଣୀ | ବୁଦ୍ଧଦେବ ଗୁହା |
କଳାକାର | ପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ବ୍ୟୋମକେଶ ତ୍ରିପାଠୀ, ସାଧୁ ମେହେର |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧ ଅପ୍ରେଲ ୧୯୭୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର ବତୀଘର ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରମୁଖ ଅଭିନୟ କରିଥିଲେ |
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ବତୀଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ବତୀଘର