Jump to content

ବଜରଙ୍ଗ ମନୋହର ସୋନୱାନେ

ଉଇକିପିଡ଼ିଆ‌ରୁ
ବଜରଙ୍ଗ ମନୋହର ସୋନୱାନେ
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀପ୍ରିତମ ମୁଣ୍ଡେ
ନିର୍ବାଚନ ମଣ୍ଡଳୀବୀଡ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1970-07-06) ୬ ଜୁଲାଇ ୧୯୭୦ (ବୟସ ୫୫)
ରାଜନୀତିକ ଦଳଏନ୍‌ସିପି (ଏସ୍‌‌ପି) (୨୦୪–ଏବେଯାଏଁ)
ଜୀବନ ସାଥୀସାରିକା ବଜରଙ୍ଗ ସୋନୱାନେ
ସନ୍ତାନ

ବଜରଙ୍ଗ ମନୋହର ସୋନୱାନେ ଜଣେ ଭାରତୀୟ ରାଜନେତା । ସେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି – ଶରଦଚନ୍ଦ୍ର ପାୱାର ଦଳର ଜଣେ ସଦସ୍ୟ ଭାବରେ ଭାରତୀୟ ରାଜନୀତିରେ ସକ୍ରିୟ ଅଛନ୍ତି ।[][] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବୀଡ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][]

  1. "Bajrang Manohar Sonwane, Nationalist Congress Party (Sharadchandra Pawar) Representative for Beed, Maharashtra - Candidate Overview | 2024 Lok Sabha Elections". The Times of India (in ଇଂରାଜୀ). Retrieved 2024-06-04.
  2. India Today (13 July 2024). "Businessmen | In august company" (in ଇଂରାଜୀ). Archived from the original on 7 August 2024. Retrieved 7 August 2024.
  3. "Lok Sabha Elections 2024 Winners' List: From Narendra Modi to Rahul Gandhi, Here's List Of All Your MPs". News18 (in ଇଂରାଜୀ). 2024-06-04. Retrieved 2024-06-04.
  4. "Election Result 2024: BJP's Pankaja Munde Loses Family Bastion Beed to NCP(SP)'s Sonwane by Over 6,000 Votes". News18 (in ଇଂରାଜୀ). 2024-06-04. Retrieved 2024-06-04.