ଫ୍ଲୁଟିକାସୋନ/ଫର୍ମୋଟେରୋଲ
| Combination of | |
|---|---|
| Fluticasone | Inhaled corticosteroid (ICS) |
| Formoterol | Long-acting beta agonist (LABA) |
| Clinical data | |
| Trade names | Flutiform, Iffeza, others[୧][୨] |
| Synonyms | Fluticasone propionate/formoterol fumarate[୨] |
ଫ୍ଲୁଟିକାସୋନ/ଫର୍ମୋଟେରୋଲ, (ଇଂରାଜୀ ଭାଷାରେ Fluticasone/formoterol), ଏକ ବିକ୍ରୟ ନାମ ଫ୍ଲୁଟିଫର୍ମ, ହେଉଛି ଆଜ୍ମା ରୋଗର ଦୀର୍ଘକାଳୀନ ଚିକିତ୍ସାରେ ବ୍ୟବହୃତ ଏକ ମିଶ୍ରଣ ଔଷଧ ।[୩] ଏହି ଔଷଧ ଦିନକୁ ଦୁଇଥର ପ୍ରଶ୍ୱାସରେ ନେବା ଦ୍ୱାରା ଏହା ବ୍ୟବହୃତ ହୁଏ ।[୧]
ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଶୋଇବାରେ ଅସୁବିଧା, ରାସ, କାଶ, ଏବଂ ଥ୍ରସ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏଥିରେ ଫ୍ଲୁଟିକାସୋନ ଥାଏ ଯାହା ଏକ ପ୍ରଶ୍ୱାସରେ ନିଆଯାଉଥିବା କର୍ଟିକୋଷ୍ଟେରଏଡ (ଆଇସିଏସ୍) ଏବଂ ଫର୍ମୋଟେରୋଲ ଯାହା ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା ବିଟା ଆଗୋନିଷ୍ଟ (LABA) ଥାଏ ।[୩]
୨୦୧୨ ମସିହାରେ ୟୁରୋପର ଅନେକ ଦେଶରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣ ଅନୁମୋଦିତ ହୋଇଥିଲା ।[୪] ଏହା ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଜାପାନରେ ମଧ୍ୟ ଅନୁମୋଦିତ |[୫] ବୁଡେସୋନାଇଡ/ଫର୍ମୋଟରୋଲର ଔଷଧର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୬] ଯୁକ୍ତରାଜ୍ୟରେ ୨୦ ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୨୮ ପାଉଣ୍ଡ ଅଟେ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Fluticasone with formoterol". NICE. Archived from the original on 13 September 2023. Retrieved 10 September 2023.
- ↑ ୨.୦ ୨.୧ "Flutiform". European Medicines Agency (in ଇଂରାଜୀ). 17 September 2018. Archived from the original on 18 April 2021. Retrieved 10 September 2023.
- ↑ ୩.୦ ୩.୧ Dissanayake, S; Grothe, B; Kaiser, K (December 2012). "Fluticasone/formoterol: a new single-aerosol combination therapy for patients with asthma". Respiratory medicine. 106 Suppl 1: S20-8. doi:10.1016/S0954-6111(12)70006-9. PMID 23273163.
- ↑ Prosser, TR; Bollmeier, SG (2015). "Fluticasone-formoterol: a systematic review of its potential role in the treatment of asthma". Therapeutics and clinical risk management. 11: 889–99. doi:10.2147/TCRM.S55116. PMID 26082638.
{{cite journal}}: CS1 maint: unflagged free DOI (link) - ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
- ↑ "Fluticasone with formoterol Medicinal forms". NICE. Archived from the original on 13 September 2023. Retrieved 10 September 2023.
- ↑ "Fluticasone with formoterol Medicinal forms". NICE. Archived from the original on 13 September 2023. Retrieved 10 September 2023.