Jump to content

ଫ୍ଲୁଟିକାସୋନ

ଉଇକିପିଡ଼ିଆ‌ରୁ
ଫ୍ଲୁଟିକାସୋନ
Clinical data
SynonymsFluticasone propionate, fluticasone furoate
AHFS/Drugs.comInhaled: monograph
Nose: monograph
Routes of
administration
Intranasal, inhaled, topical
Legal status
Legal status
Pharmacokinetic data
Bioavailability0.51% (Intranasal)
Protein binding91.0%
MetabolismIntranasal
Liver (CYP3A4-mediated)
Elimination half-life10 hours
ExcretionEye
Identifiers
  • S-fluoromethyl (6S,8S,9R,10S,11S,13S,14S,16R,17R)-6,9-difluoro-11,17-dihydroxy-10,13,16-trimethyl-3-oxo-6,7,8,11,12,14,15,16-octahydrocyclopenta[a]phenanthrene-17-carbothioate
Chemical and physical data
FormulaC22H27F3O4S
Molar mass୪୪୪.୫୧ g·mol−1
3D model (JSmol)
  • O=C(SCF)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)[C@@H](F)C[C@H]4[C@@H]2C[C@H]3C)C)C
  • InChI=1S/C22H27F3O4S/c1-11-6-13-14-8-16(24)15-7-12(26)4-5-19(15,2)21(14,25)17(27)9-20(13,3)22(11,29)18(28)30-10-23/h4-5,7,11,13-14,16-17,27,29H,6,8-10H2,1-3H3/t11-,13+,14+,16+,17+,19+,20+,21+,22+/m1/s1 checkY
  • Key:MGNNYOODZCAHBA-GQKYHHCASA-N checkY
  (verify)

ଫ୍ଲୁଟିକାସୋନ ହେଉଛି ଏକ ଷ୍ଟିରଏଡ ଯାହା ଆଜମା, ସିଓପିଡି ଏବଂ ଆଲର୍ଜି ରାଇନାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଆଜମା ଏବଂ ସିଓପିଡି ପାଇଁ ଏହା ଦୀର୍ଘକାଳୀନ ଭିତ୍ତିରେ ବ୍ୟବହୃତ ହୁଏ । [] ଏହାକୁ ପ୍ରଶ୍ୱାସ ସାହାଯ୍ୟରେ ଫୁସଫୁସକୁ ନିଆଯାଏ କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[] []

ଆଘ୍ରାଣ ଜନିତ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଗଳା ଉତ୍ତେଜନା, କାଣ୍ଡିଡିଆସିସ୍, କାଶ ଓ ମୁଣ୍ଡ ବଥା ହୋଇପାରେ ।[] ନାକ ସ୍ପ୍ରେର ପାର୍ଶ୍ୱ ପ୍ରତିକ୍ରିୟାରେ ନାକରେ ଅଳ୍ପ ସମୟ ପାଇଁ ଜ୍ୱାଳା, ନାକରୁ ରକ୍ତସ୍ରାବ ଓ ଗଳା ଯନ୍ତ୍ରଣା ହୋଇପାରେ । [] ଏହା ଦୁଇଟି ମୁଖ୍ୟ ରୂପରେ ଆସିଥାଏ ଯଥା: - ଫ୍ଲୁଟିକାସୋନ ପ୍ରୋପିଅନେଟ ଏବଂ ଫ୍ଲୁଟିକାସୋନ ଫୁରୋଏଟ୍ ।[]

୧୯୮୦ ମସିହାରେ ଫ୍ଲୁଟିକାସୋନ୍ ପ୍ରୋପିଅନେଟ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ମସିହାରେ ଚିକିତ୍ସା କରିବା ପାଇଁ ଅନୁମୋଦିତ ହୋଇଥିଲା । [] ଯୁକ୍ତରାଜ୍ୟରେ ୨୫୦ ମାଇକ୍ରୋଗ୍ରାମ ବିଶିଷ୍ଟ ୬୦ ମାତ୍ରାର ମୂଲ୍ୟ ପ୍ରାୟ £୨୫ ।[] ୨୦୧୮ ମସିହାରେ, ଏହା ଆମେରିକାରେ ଷୋଡ଼ଶ ସାଧାରଣ ପ୍ରେସକ୍ରିପ୍ସନ ଔଷଧ ଥିଲା ଓ ଏହାର ୩୪ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା ।[] [] ଏହା ଫ୍ଲୁଟିକାସୋନ/ଫର୍ମୋଟେରୋଲ ଏବଂ ଫ୍ଲୁଟିକାସୋନ/ସାଲମେଟେରୋଲ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ ।[]

  1. 1 2 3 4 "Fluticasone (Systemic, Oral Inhalation) Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 December 2021.
  2. 1 2 3 "Fluticasone (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 14 December 2021.
  3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 278. ISBN 978-0857114105.
  4. Fischer, János; Ganellin, C. Robin (2006). Analogue-based Drug Discovery. John Wiley & Sons. p. 487. ISBN 9783527607495. Archived from the original on 2019-02-28. Retrieved 2021-12-14.
  5. "The Top 300 of 2021". ClinCalc. Archived from the original on 12 February 2021. Retrieved 18 February 2021.
  6. "Fluticasone - Drug Usage Statistics". ClinCalc. Archived from the original on 12 April 2020. Retrieved 18 February 2021.