ଫ୍ଲିବାନସେରିନ

ଉଇକିପିଡ଼ିଆ‌ରୁ
ଫ୍ଲିବାନସେରିନ
Clinical data
Trade namesAddyi
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Bioavailability33%[୧]
Protein binding~98%
MetabolismExtensive by liver (mainly by CYP3A4 and CYP2C19)
Elimination half-life~11 hours
ExcretionBiliary (51%), kidney (44%)
Identifiers
  • 1-(2-{4-[3-(Trifluoromethyl)phenyl]piperazin-1-yl}ethyl)-1,3-dihydro-2H-benzimidazol-2-one
ECHA InfoCard100.170.970 Edit this at Wikidata
Chemical and physical data
FormulaC20H21F3N4O
Molar mass୩୯୦.୪୧ g·mol−1
3D model (JSmol)
  • FC(F)(F)c4cc(N3CCN(CCN2c1ccccc1NC2=O)CC3)ccc4
  • InChI=1S/C20H21F3N4O/c21-20(22,23)15-4-3-5-16(14-15)26-11-8-25(9-12-26)10-13-27-18-7-2-1-6-17(18)24-19(27)28/h1-7,14H,8-13H2,(H,24,28) checkY
  • Key:PPRRDFIXUUSXRA-UHFFFAOYSA-N checkY
  (verify)

ଫ୍ଲିବାନସେରିନ, ଏକ ବେପାର ନାମ ଆଡ୍ଡି, ହେଉଛି ଏକ ଔଷଧ ଯାହା ସ୍ୱଳ୍ପ ସକ୍ରିୟ ଯୌନ ଇଛା ବେମାରୀ (HSDD) ଥିବା ମହିଳାମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[୨] ଏହା ପ୍ରତି ମାସରେ ସନ୍ତୋଷଜନକ ଯୌନ ଘଟଣାର ସଂଖ୍ୟା ମାସିକ ଏକ ଓ ଅଧାରୁ ଆରମ୍ଭ କରି ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ ।[୩] [୪] ଏହି ଅନୁମାନର ନିଶ୍ଚିତତା କମ ଥାଏ ।[୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରା, ଅଇ, ଏବଂ ଥକାପଣ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ ।[୨] ମଦ୍ୟପାନ କିମ୍ବା ଯକୃତ ସମସ୍ୟା ଥିଲେ ଏହା ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୫] ଏହା ଏକ ୫-ଏଚଟି୧ଏ (5-HT1A ) ରିସେପ୍ଟର ସକ୍ରିୟକାରୀ ଏବଂ ୫-ଏଚଟି୨ଏ (5-HT2A) ରିସେପ୍ଟର ବିରୋଧୀ ଔଷଧ ।[୨]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ କାନାଡ଼ାରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲିବାନସେରିନ ଅନୁମୋଦିତ ହୋଇଥିଲା ।[୨] [୬] ୨୦୨୧ ସୁଦ୍ଧା ଏହା ବ୍ରିଟେନରେ ଅନୁମୋଦିତ ହୋଇ ନାହିଁ ।[୭] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସର ଚିକିତ୍ସା ପାଇଁ ପ୍ରାୟ ୪୯୦ ଡଲାର ଖର୍ଚ୍ଚ ହୋଇଥାଏ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Addyi- flibanserin tablet, film coated". DailyMed. 10 October 2019. Archived from the original on 20 October 2020. Retrieved 20 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Flibanserin Monograph for Professionals". Drugs.com (in ଇଂରାଜୀ). Retrieved 11 December 2021.
  3. ୩.୦ ୩.୧ ୩.୨ Jaspers, Loes; Feys, Frederik; Bramer, Wichor M.; Franco, Oscar H.; Leusink, Peter; Laan, Ellen T. M. (29 February 2016). "Efficacy and Safety of Flibanserin for the Treatment of Hypoactive Sexual Desire Disorder in Women". JAMA Internal Medicine. 176 (4): 453–62. doi:10.1001/jamainternmed.2015.8565. PMID 26927498.
  4. "Joint Meeting of the Bone, Reproductive and Urologic Drugs Advisory Committee (BRUDAC) and the Drug Safety and Risk Management (DSaRM) Advisory Committee" (PDF). June 4, 2015. Archived from the original (PDF) on 5 June 2015. Retrieved 5 June 2015.
  5. "Flibanserin (Addyi) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 11 December 2021.
  6. Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 11 December 2021. Retrieved 11 December 2021.
  7. Nast, Condé (6 August 2021). "Is there a female equivalent of Viagra? And if so, does it actually work?". Glamour UK. Archived from the original on 11 December 2021. Retrieved 11 December 2021.
  8. "Flibanserin Prices, Coupons & Savings Tips - GoodRx". GoodRx. Archived from the original on 11 May 2016. Retrieved 11 December 2021.