Jump to content

ଫ୍ରାଉକ କାଦର

ଉଇକିପିଡ଼ିଆ‌ରୁ
ଫ୍ରାଉକ କାଦର
ଜନ୍ମ
ୱୁପ୍ପେର୍ତାଲ,[]ଜର୍ମାନୀ
ଜାତୀୟତାଜର୍ମାନ
ଜାତୀୟତାଭରତୀୟ
ଚାକିରିକ୍ଷେତ୍ରଜର୍ମାନ ବୈଦେଶିକ କାର୍ଯ୍ୟାଳୟ(ଜର୍ମାନୀ ଓ ନୂଆଦିଲ୍ଲୀ)[]
ସୋସାଇଟି ଟୁ ସେଭ୍ ରକ୍ସ
ପ୍ରସିଦ୍ଧିପଥର ତଥା ପାହାଡ଼ର ରକ୍ଷଣାବେକ୍ଷଣ[]

ଫ୍ରାଉକ କାଦର ଜଣେ ଜର୍ମାନ ଜନ୍ମିତ ଭାରତୀୟ ହାଇଦ୍ରାବାଦୀ ପରିବେଶ କର୍ମୀ, ଡେକାନ ମାଳଭୂମିରେ ହାଇଦ୍ରାବାଦ ଓ ସିକନ୍ଦରାବାଦରେ[] ପଥର ଗଠନ[] ବଞ୍ଚାଇବା, ବିଶେଷକରି ପଥରକୁ ଏକ ଐତିହ୍ୟ ଭାବରେ ପ୍ରୋତ୍ସାହିତ କରିବାରେ ପାଇଁ ତାଙ୍କର ଅବଦାନ ପାଇଁ ଜଣାଶୁଣା ।[]

ସାଥୀ ଉତ୍ସାହୀମାନଙ୍କ ସହିତ ହାଇଦ୍ରାବାଦର ପଥର କଳାକୃତିଗୁଡ଼ିକୁ ବଞ୍ଚାଇବାରେ ଫ୍ରାଉକଙ୍କର ଆଗ୍ରହ ଫଳରେ ସୋସାଇଟି ଟୁ ସେଭ୍ ରକ୍ସ ନାମକ ଏକ ପଞ୍ଜୀକୃତ ସୋସାଇଟି[] ଗଠନ ହୋଇଛି, ଯାହା ଅନେକ ସମଭାବୀ ଉତ୍ସାହୀମାନଙ୍କୁ ଏକତ୍ରିତ ହେବା ଏବଂ ପଥର ଐତିହ୍ୟର ସୁରକ୍ଷା ପାଇଁ ଉପାୟ ଖୋଜିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି ।[]

  1. Magal, Uma (7 February 2014). "A Rock Solid Love!". The Hindu. Hyderabad. Retrieved 15 May 2018.
  2. 1 2 Menon, Amarnath K. (13 March 2000). "Residents of Hyderabad learn to value their monolithic heritage". India Today. Retrieved 15 May 2018.
  3. Ramesh Babu, Kandula (27 November 2005). "Rocky heritage". The Tribune. Chandigarh. Retrieved 15 May 2018.
  4. M. Sarada, Enrich your Grammar Word to Paragraph, Sterling Publishers Private Limited, New Delhi, 2007, p.78.
  5. "Cost of urbanisation: Hyderabad's unique rock formations at risk from blasting". The Times of India. Hyderabad. 16 February 2018. Retrieved 15 May 2018.
  6. Richard M. Eaton, A Social History of the Deccan, 1300-1761: Eight Indian Lives, Cambridge University Press, Cambridge, 2005, p.11.
  7. "The Society". saverocks.org. Society to Save Rocks. Retrieved 11 August 2024.

ଅଧିକ ପଠନ

[ସମ୍ପାଦନା]