ଫାୟାରବେସ

ଉଇକିପିଡ଼ିଆ‌ରୁ
ଫାୟାରବେସ
TypeSubsidiary
ତିଆରି କରାଯାଇଥିଲାସେପ୍ଟେମ୍ବର 2011 (2011-09)[୧]
ପ୍ରତିଷ୍ଠାତାJames Tamplin, Andrew Lee[୨]
ମୂଖ୍ୟସ୍ଥାନSan Francisco, United States[୩]
ସେବା ପରିସରGlobal
କେଉଁ ପ୍ରକାରର କମ୍ପାନୀMobile backend as a service, Mobile application development
ଉତ୍ପାଦ (ବଣିଜ)Analytics, Cloud Messaging, Authentication, Realtime Database, Storage, Hosting, Remote Config, Test Lab, Crash Reporting, Notifications, App Indexing, Dynamic Links, Invites
ମୂଳ କମ୍ପାନୀGoogle
ବେବସାଇଟfirebase.google.com
ପ୍ରଥମେ ଆସିଥିଲାApril 2012[୪]

ଫାୟାରବେସ ହେଉଛି ଏକ ମୋବାଇଲ ଏବଂ ୱେବ ଆପ ପ୍ରସ୍ତୁତି କରିବା ସେବା ଯାହା ୨୦୧୧ରୁ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୪ ମସିହା ମଇ ମାସରୁ ଏହାର ଦାଇତ୍ୱ ଗୁଗଲ ହାତକୁ ଆସିଛି ।

ଇତିହାସ[ସମ୍ପାଦନା]

ସେବା[ସମ୍ପାଦନା]

ଫାୟାରବେସ ଡାଟାବେଶ[ସମ୍ପାଦନା]

ଏହା ଏକ ନୋ ଏସ କ୍ୟୁ ଏଲ ଡାଟାବେଶ ଭାଷା ଯାହାକୁ ବ୍ୟବହାର କରି, ବହୁତ ମାତ୍ରାରେ ତଥ୍ୟ ରଖି ହେବ । ଏହି ସେବାଟି ବର୍ତ୍ତମାନ ଗୁଗଲର ତତ୍ତ୍ୱବାଧାନରେ ପରିଚାଳିତ ହେଉ ଅଛି । କ୍ଲାଉଡ଼କୁ ନେଇ ଏହି ଡାଟାବେଶଟି ପରିଚାଳିତ ହେଉ ଥିବାରୁ ଏଥିରେ ହେଉଥିବା ପରିବର୍ତ୍ତନ, ତତ୍କ୍ଷଣାତ ଦୃଶ୍ୟମାନ ହୋଇଥାଏ । ଏହି ଫାୟାରବେସ ପୂର୍ବରୁ ଏକ ସ୍ୱାଧୀନ ସଂସ୍ଥା ଭାବେ ପରିଚାଲିତ ହେଉ ଥିଲା ।|

ଆଧାର[ସମ୍ପାଦନା]

  1. "Firebase - CrunchBase". CrunchBase. Retrieved June 11, 2014.
  2. "Firebase - AngelList". AngelList. Retrieved Jun 11, 2014.
  3. "Contact Us". Firebase, Inc. {{cite web}}: Cite has empty unknown parameter: |duplicate_publisher= (help)
  4. "Developers, Meet Firebase!". Firebase, Inc. Retrieved June 11, 2014.