ଫାସିମାଲ

ଉଇକିପିଡ଼ିଆ ରୁ
Jump to navigation Jump to search

ଫାସିମାଲ, ସମ୍ବଲପୁରଠାରୁ ୬୫ କି.ମି. ଦୂରରେ ଅବସ୍ଥିତ ଏକ ଗ୍ରାମ ଅଟେ । ଏହାର ଲୋକସଂଖ୍ୟା ପାଖାପାଖି ୧୫୦୦ । ଏଠାରେ ଡାକ୍ତରଖାନା, ସ୍କୁଲ, କଲେଜର ରହିଛି ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଫାସିମାଲଠାରେ ଦେଓଗାଁ ଶିବ ମନ୍ଦିର ଅବସ୍ଥିତ । ଏହା ବହୁତ ପୁରାତନ ମନ୍ଦିର |

ଗମନା ଗମନ[ସମ୍ପାଦନା]

  • ଜମନକିରା - ୧୫ କି,ମି
  • କୁଚିଣ୍ଡା - ୨୫ କି,ମି
  • ସମ୍ବଲପୁର - ୬୫ କି,ମି

ଆଧାର[ସମ୍ପାଦନା]