Jump to content

ଫାଲ୍ଗୁନି ରହମାନ ଜଲି

ଉଇକିପିଡ଼ିଆ‌ରୁ
ଫାଲ୍ଗୁନି ରହମାନ ଜଲି
ফাল্গুনি রহমান জলি
ଜନ୍ମ (1996-08-24) ୨୪ ଅଗଷ୍ଟ ୧୯୯୬ (ବୟସ ୨୯)[][]
ସବର, ଢାକା, ବଙ୍ଗଳାଦେଶ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୬–ଏବେଯାଏଁ

ଫାଲ୍ଗୁନି ରହମାନ ଜଲି (ଜନ୍ମ: ୨୪ ଅଗଷ୍ଟ ୧୯୯୬)[][] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ପାଇଁ ଜଣାଶୁଣା । ସେ ପିଲାଦିନରୁ ବଙ୍ଗଳାଦେଶ ଶିଶୁ ଏକାଡେମୀରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା କରିଥିଲେ ।[] ୨୦୧୬ ମସିହାରେ, ସେ ଜାଜ୍ ମଲ୍ଟିମିଡିଆ ପ୍ରଡ଼କ୍ସନର ଅଙ୍ଗାର ଜରିଆରେ ତାଙ୍କ ଅଭିନୟ ଜୀବନର ଆରମ୍ଭ କରିଥିଲେ ।[] ଏହା ସହିତ ସେ ଆରିଫିନ୍ ଶୁଭୋଙ୍କ ନାୟିକା ଭାବରେ ନିୟତିରେ କାମ କରିଥିଲେ ।[] ୨୦୧୭ ମସିହାରେ, ଶହରିଆଜଙ୍କ ସହିତ ତାଙ୍କର ୩ୟ କଥାଚିତ୍ର ମେୟେତି ଏଖୋନ କୋଥାଏ ଯାବେ ମୁକ୍ତିଲାଭ କରିଥିଲା ।[]

୨୦୧୯ ମସିହାରେ, ସେ ବ୍ୟବସାୟୀ ଅରାଫତ ରହମାନଙ୍କୁ ବିବାହ କରିଥିଲେ । ୨୦୨୦ ମସିହାରେ, ସେମାନଙ୍କର ଝିଅ ଜନ୍ମ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]
Year Film Role Notes Ref.
୨୦୧୬ଅଙ୍ଗାରମାୟକଥାଚିତ୍ର ଜଗତରେ ପ୍ରବେଶ; ଇଣ୍ଡୋ-ବାଂଲାଦେଶ ମିଳିତ ପ୍ରଯୋଜନା
ନିୟତିମିଲାଇଣ୍ଡୋ-ବାଂଲାଦେଶ ମିଳିତ ପ୍ରଯୋଜନା
୨୦୧୭ମେୟେତି ଏଖୋନ କୋଥାଏ ଯାବେ
୨୦୨୪ ଡେଞ୍ଜର୍ ଜୋନ୍ [][]
ଅଫିସର୍ ରିଟର୍ଣ୍ଣସ୍ []
  1. 1 2 3 4 "Jolly's New Year movie". The New Nation. 2 January 2016. Archived from the original on 3 June 2016. Retrieved 7 May 2016.
  2. 1 2 3 "Jolly wants to play diverse roles in film". New Age. 15 June 2017. Archived from the original on 21 February 2025. Retrieved 8 November 2025.
  3. "Arifin Shuvo starrer film 'Niyoti' set for release on August 12". Daily Sun. 10 August 2016. Archived from the original on 21 February 2025. Retrieved 8 November 2025.
  4. "'Meyeti Ekhon Kothay Jabe' hits cinemas today". The Independent. 10 March 2017.
  5. অভিনয় জগতে বিদায় বলতে কিছু নেই : জলি [There is nothing to say goodbye to in the acting world: Jolly]. RTV (in Bengali). 28 May 2022.
  6. "Three films hit cinemas this weekend, which will dominate cineplexes?". The Daily Star (in ଇଂରାଜୀ). 2024-12-13. Archived from the original on 2025-05-15. Retrieved 2025-08-02.
  7. 1 2 থেমে আছেন জলি [Jolly is stopping]. Jaijaidin (in Bengali). 29 December 2018.

ବାହାର ଲିଙ୍କ୍

[ସମ୍ପାଦନା]