ଫାଲୋଡ଼ି

ଉଇକିପିଡ଼ିଆ ରୁ
Jump to navigation Jump to search
Phalodi
city
Phalodi is located in Rajasthan
Phalodi
Phalodi
Location in Rajasthan, India
ଅବସ୍ଥିତି: 27°07′52″N 72°21′50″E / 27.131°N 72.364°E / 27.131; 72.364Coordinates: 27°07′52″N 72°21′50″E / 27.131°N 72.364°E / 27.131; 72.364
ଦେଶ India
ରାଜ୍ୟRajasthan
ଉଚ୍ଚତା302 m (991 ft)
ଜନସଂଖ୍ୟା (2001)
 • ମୋଟ୪୪,୭୫୬
ଭାଷା
 • ସରକାରୀhindi
IST (UTC+5:30)
ପିନ କୋଡ଼342301

ଫାଲୋଡ଼ି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଜୋଧ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଫାଲୋଡ଼ି ୨୭.୧୩୧୦ ଉତ୍ତର ଅକ୍ଷାଂଶ ଓ ୭୨.୩୬୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫାଲୋଡ଼ି ସହରର ମୋଟ ଜନସଂଖ୍ୟା ୪୪୭୫୬ ଅଟେ ।[୨] ସେଥି ମଧ୍ୟରୁ ୫୨.୫୨% ଜଣ ପରୁଷ ହୋଇଥିବା ବେଳେ ୪୭.୪୮% ଜଣ ନାରୀ ଅଟନ୍ତି । ଫାଲୋଡ଼ିର ସାକ୍ଷରତା ହାର ୫୭.୭୮% ଅଟେ । ଏହା ଜାତୀୟ ହାର ଠାରୁ ୭.୦୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୧୮% ପ୍ରତିଶତ ପୁରୁଷ ଓ ୨୧.୬୦% ନାରୀ ଅଟନ୍ତି । ୧୭.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଫାଲୋଡ଼ିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]