ଫାଲୁଦା

ଉଇକିପିଡ଼ିଆ ରୁ
Jump to navigation Jump to search
ଫାଲୁଦା
Faluda.JPG
ଫାଲୁଦା ସହିତ କୁଲ୍ଫୀ
ପରଷା ପିଇବା ପଦାର୍ଥ
ମୂଳ ସ୍ଥାନ ଭାରତୀୟ ଉପ-ମହାଦ୍ବୀପ
ଅଞ୍ଚଳ ବା ରାଜ୍ୟ ଭାରତ, ନେପାଳ, ପାକିସ୍ତାନ, ବଙ୍ଗଳାଦେଶ, ମିଆଁମାର ଏବଂ ଶ୍ରୀଲଙ୍କା
ମୁଖ୍ୟ ଉପାଦାନ କ୍ଷୀର, ଗୋଲାପ ଜଳ, ମିଠା ତୁଳସୀ ଇତ୍ୟାଦି

Cookbook: ଫାଲୁଦା at Wikibooks 


ଫାଲୁଦା (ହିନ୍ଦୀ : फ़लूदा) (ତାମିଲ: பலுடா)(ଉର୍ଦ୍ଦୁ: فالودہ) (ବଙ୍ଗାଳୀ: ফালুদা)[୧], ଭାରତୀୟ ଉପ-ମହାଦ୍ବୀପରେ ଏକ ମିଠା ଜାତୀୟ ଥଣ୍ଡା ରୂପେ ବହୁ ଲୋକପ୍ରିୟ ଅଟେ । ପରମ୍ପରାଗତ ରୂପେ ଏହାକୁ ଗୋଲାପ ଜଳ, ବେର୍ମୀସେଲି, କ୍ଷୀର, ମିଠା ତୁଳସୀରୁ ସାଧାରଣତଃ ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଆଇସ୍କ୍ରିମର ଏକ ସ୍କୁପ ସହିତ ବନ୍ଦ ହୋଇଥିବା[୨] ଫାଲୁଦାକୁ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ବେର୍ମୀସଲକୁ ଗହମ[୩]ଆରୋରୁଟ, କର୍ଣ୍ଣଷ୍ଟାର୍ଚ୍ଚ କିମ୍ବା ସାଗୋରୁ ପ୍ରସ୍ତୁତ ହୋଇଥାଏ ।[୪]

ଇତିହାସ[ସମ୍ପାଦନା]

ଫାଲୁଦାର ଉତ୍ପତ୍ତିକୁ ପୁନଶ୍ଚ ପର୍ସିଆ ସହିତ ତୁଳନା କରାଯାଇଥାଏ , ଯେଉଁଠାରେ ଏକ ସମାନ ମିଠା ଫାଲୁଦେ ଲୋକପ୍ରିୟ ଥିଲା ।[୫] ବହୁ ମୁସଲମାନ ବ୍ୟବସାୟୀ ଏବଂ ରାଜବଂଶ ମାନଙ୍କ ସହିତ ଭାରତରେ ଏହି ମିଠା 16ବିଂ ଏବଂ 18ବିଂ ଶତାବ୍ଦୀରେ ତିଆରି ହୋଇଥିଲା ।[୫] ଫାଲୁଦାକୁ ବର୍ତ୍ତମାନ ରୂପେ ମୋଗଲ ସାମ୍ରାଜ୍ୟଦ୍ୱାରା ବିକଶିତ କରାଯାଇଥିଲା ଏବଂ ତାହାର ବହୁ ବିଜୟ ସହିତ ସମ୍ପ୍ରସାରିତ ହୋଇଯାଇଥିଲା । ମୋଗଲ ଶାସକଦ୍ୱାରା ମୋଗଲ ଶାସକ ମାନେ ନିଜର ସ୍ୱୟଂ ରୂପାନ୍ତର ସହିତ ମିଠାକୁ ସରଂକ୍ଷିତ କରିଥିଲେ ।[୧]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "The Royal Falooda". Eating India. Retrieved 2016-04-04. 
  2. "Falooda Recipe". Retrieved 3 January 2017. 
  3. "Falooda". ifood.tv. Archived from the original on 25 January 2015. Retrieved 26 January 2015. 
  4. "Falooda Sev Recipe". Retrieved 3 January 2017. 
  5. ୫.୦ ୫.୧ Sinaiee, Maryam (2015-05-10). "Faloodeh: Persian Rosewater and Lemon Sorbet" (in en-US). The Persian Fusion. http://www.thepersianfusion.com/rosewater-and-lemon-sorbet-faloodeh/.