ଫାଇଲ:Indian Grey Hornbill (କୋଚିଲାଖାଇ) 002.jpg

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୂଳ ଫାଇଲ(୧,୬୦୦ × ୧,୦୬୦ ପିକସେଲ, ଫାଇଲ ଆକାର: ୨୪୦ KB, ଏମ.ଆଇ.ଏମ.ଇର ପ୍ରକାର: image/jpeg)

ସାରକଥା

ବିବରଣୀ
ଓଡ଼ିଆ: ଭାରତୀୟ ଉପଦ୍ବୀପରେ ଦେଖାଯାଉଥିବା ଅନେକ ହର୍ଣ୍ଣବିଲ୍‌ ମାନଙ୍କ ମଧ୍ୟରେ କୋଚିଲାଖାଇ ବା ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ଅନ୍ୟତମ୤ ପ୍ରାୟତଃ ବଡ଼ ବଡ଼ ବର ଏବଂ କାକପୋଇ ଗଛରେ ଦୁଇ ଦୁଇ ହଳ ହୋଇ ଏମାନେ ରହନ୍ତି୤ ଏହି ପକ୍ଷୀର ଶରୀରରେ ପାଉଁଶିଆ ରଙ୍ଗର ପର ଥାଏ୤ ଏବଂ ଏହାର ପେଟ ହାଲକା ପାଉଁଶିଆ ବା ଧଳା ରଙ୍ଗର ହୋଇଥାଏ୤ ଏହାର ଥଣ୍ଟ ମୁନିଆ ଏବଂ ବକ୍ରାକାର ହୋଇଥାଏ, ଯାହା ଉପରେ ଏକ ଧାରୁଆ ଥଣ୍ଟପରି ଥାଏ୤ ଏହି ପକ୍ଷୀ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି୤ କିନ୍ତୁ ଅନେକ ସମୟରେ ଏହି ପକ୍ଷୀ ସହରାଞ୍ଚଳରେ ମଧ୍ୟ ଦେଖାଦେଇଥାନ୍ତି୤ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ମଝିରେ ଥିବା ଅନେକ ବୃହତ ବୃକ୍ଷମାନଙ୍କରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳେ୤

ଏହା ଏକ ମଧ୍ୟମ ଆକାରର ପକ୍ଷୀ ଯାହା ପ୍ରାୟତଃ ଷାଠିଏ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ୤ ଉଡ଼ିବା ସମୟରେ ଏହା ଡେଣା ଖୋଲିଲେ ପରସବୁ ଗାଢ଼ପାଉଁଶିଆ ରଙ୍ଗର ଦେଖାଯିବା ସହିତ ପରର ଅଗ ଧଳା ଦେଖାଯାଏ୤ ଏହି ପକ୍ଷୀର ଆଖି ଲାଲ କିମ୍ବା କଳା ରଙ୍ଗର ଦେଖାଯାଏ୤ ପୁରୁଷ ପକ୍ଷୀମାନଙ୍କ ଥଣ୍ଟ ଅପେକ୍ଷାକୃତ ଭାବେ ଲମ୍ବାଥାଏ୤ ସ୍ତ୍ରୀ ପକ୍ଷୀମାନଙ୍କ ଥଣ୍ଟ ଇଷତ୍ ହଳଦିଆ ରଙ୍ଗର ହୋଇଥାଏ୤

ଏହି ପକ୍ଷୀ ସ୍ଥଳଭାଗରେ ରହୁଥିବା ବେଳେ କୋଚିଲା ନାମକ ବିଷାକ୍ତ ଫଳ ଖାଇ ବଞ୍ଚୁଥିବା ହେତୁ ଏହାକୁ କୋଚିଲାଖାଇ ବୋଲି ଓଡ଼ିଶାରେ କୁହାଯାଏ୤ ଆଜିକାଲି ଏହି ପକ୍ଷୀମାନଙ୍କ ସଂଖ୍ୟା କମ ହେଉଥିବାରୁ ଏହାକୁ ବିଶ୍ବ ବନ୍ୟପ୍ରାଣୀ ସଂଗଠନ ତରଫରୁ ସଂରକ୍ଷିତ ପକ୍ଷୀମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୂକ୍ତ କରାଯାଇଛି୤
ତାରିଖ
ମୂଳାଧାର ଆପଣା କାମ
ଲେଖକ Dr Jyoti Prasad Pattnaik

ସତ୍ଵ

ମୁଁ, ଏହି କାମର ସତ୍ଵାଧିକାରୀ, ଏଠାରେ ତଳଲିଖିତ ଲାଇସେନ୍ସ ଅଧୀନରେ ଏହାକୁ ପ୍ରକାଶ କଲି:
w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।

Captions

Add a one-line explanation of what this file represents

Items portrayed in this file

ଦର୍ଶାଏ

creator ଇଂରାଜୀ

some value

author name string ଇଂରାଜୀ: Dr Jyoti Prasad Pattnaik
Wikimedia username ଇଂରାଜୀ: Aahwaan

copyright status ଇଂରାଜୀ

copyrighted ଇଂରାଜୀ

୨୧ ଅକ୍ଟୋବର 2014

source of file ଇଂରାଜୀ

original creation by uploader ଇଂରାଜୀ

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୦୧:୩୪, ୨୧ ଅକ୍ଟୋବର ୨୦୧୪୦୧:୩୪, ୨୧ ଅକ୍ଟୋବର ୨୦୧୪ ପରିକା ସଙ୍କଳନର ନଖଦେଖଣା୧,୬୦୦ × ୧,୦୬୦ (୨୪୦ KB)AahwaanUser created page with UploadWizard

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ମେଟାଡାଟା