ଫାଇଲ:Brahminy Kite (ଶଙ୍ଖ ଚିଲ) 004.jpg

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୂଳ ଫାଇଲ(୧,୨୩୨ × ୮୩୬ ପିକସେଲ, ଫାଇଲ ଆକାର: ୩୭୦ KB, ଏମ.ଆଇ.ଏମ.ଇର ପ୍ରକାର: image/jpeg)

ସାରକଥା

ବିବରଣୀ
ଓଡ଼ିଆ: ଏହା ଏକ ସୁନ୍ଦର ଶିକାରୀପକ୍ଷୀ ଯାହା ପାଣିଥିବା ସ୍ଥାନ ମାନଙ୍କରେ ବହୁଳ ଭାବରେ ଦେଖାଯାଏ୤ ମାଛ ତଥା ବିଭିନ୍ନ ପ୍ରକାରର ସାନ ସାନ ପକ୍ଷୀ ଓ ପଶୁମାନଙ୍କୁ ଶୀକାର କରିବାରେ ଏହି ଚିଲ ସିଦ୍ଧହସ୍ତ୤ ଭୂଇଁଠାରୁ ବହୁତ ଉଚ୍ଚରେ ଉଡ଼ି ଉଡ଼ି ଏହି ପକ୍ଷୀ ଶୀକାର ଖୋଜିଥାଏ ଏବଂ ଶୀକାର ପାଇଗଲାପରେ ତୀବ୍ରବେଗରେ ଲମ୍ଫଦେଇ ଉଡ଼ିଆସି ନିଜର ମଜବୁତ ପଞ୍ଝାରେ ଶୀକାରକୁ ଜାବୁଡ଼ି ଧରି ଉଡ଼ିଯାଏ୤ ସମୁଦ୍ର କୂଳମାନଙ୍କରେ ଏବଂ ସହର ମାନଙ୍କରେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଥାଏ୤ ଏହି ପକ୍ଷୀ ଏସିଆ ମହାଦେଶ ସହ ଅଷ୍ଟ୍ରେଲିଆରେ ବି ଦେଖାଯାଏ୤ ଆମ ରାଜ୍ୟର ଅନେକ ଜିଲ୍ଲାରେ ଏହି ପକ୍ଷୀକୁ ଦେଖିବାକୁ ମିଳେ୤ ସମୁଦ୍ର କୂଳମାନଙ୍କରେ ମଲାମାଛ ଓ ଶୁଖୁଆ ଖାଇବା ପାଇଁ ଏହି ଜାତିର ପକ୍ଷୀ ବହୁତ ଦେଖାଯାଆନ୍ତି୤

ଏହି ପକ୍ଷୀର ରଙ୍ଗ ଇଷତ ଲାଲ ହୋଇଥିବା ବେଳେ ଛାତି ଓ ବେକ ଧଳାହୋଇଥିବାରୁ ଏହାକୁ ଶଙ୍ଖଚିଲ ବୋଲି କୁହାଯାଏ୤ କିଛି ବ୍ୟକ୍ତି ଶଙ୍ଖ ଚିଲକୁ ଦେଖିବା ଶୁଭ ବୋଲି ମଧ୍ୟ କୁହନ୍ତି୤ ଉଚ୍ଚ ଆକାଶରେ ହ୍ବିସିଲ୍ ମାରିବା ପରି ଶବ୍ଦ କରି ଏହି ପକ୍ଷୀ ଉଡ଼ିଥାଏ୤

ଏହି ପକ୍ଷୀ ଘଞ୍ଚ ଜଙ୍ଗଲ ଏବଂ ଜନବସତି ଠାରୁ ଦୂରରେ ଉଚ୍ଚ ଗଛମାନଙ୍କ ଡାଳରେ ନିଜପାଇଁ ଘର ତିଆରି କରେ ଏବଂ ସେଠାରେ ଅଣ୍ଡାଦେଇଥାଏ୤ ଅଧିକାଂଶ ସମୟ ଏହି ପକ୍ଷୀମାନେ ଜୋଡ଼ି ହୋଇ ରହିବାର ଦେଖାଯାଏ୤ ନିଜ ଓଜନଠାରୁ ଅଧିକ ଓଜନର ଶୀକାରକୁ ଏହି ପକ୍ଷୀ ଅତି ସହଜରେ ଧରି ଉଡ଼ିଯାଇପାରେ୤ ଡେଣା ମେଲେଇଦେଲେ ଏହି ପକ୍ଷୀ ପାଖାପାଖି ଏକ ମିଟର ଚଉଡ଼ା ହୋଇପାରେ୤ ଓଡ଼ିଶାର ଅନେକ ଜିଲ୍ଲାରେ ଏହି ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି ନାହିଁ୤
ତାରିଖ
ମୂଳାଧାର ଆପଣା କାମ
ଲେଖକ Dr Jyoti Prasad Pattnaik

ସତ୍ଵ

ମୁଁ, ଏହି କାମର ସତ୍ଵାଧିକାରୀ, ଏଠାରେ ତଳଲିଖିତ ଲାଇସେନ୍ସ ଅଧୀନରେ ଏହାକୁ ପ୍ରକାଶ କଲି:
w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।

Captions

Add a one-line explanation of what this file represents

Items portrayed in this file

ଦର୍ଶାଏ

Haliastur indus indus ଇଂରାଜୀ

creator ଇଂରାଜୀ

some value

author name string ଇଂରାଜୀ: Dr Jyoti Prasad Pattnaik
Wikimedia username ଇଂରାଜୀ: Aahwaan

copyright status ଇଂରାଜୀ

copyrighted ଇଂରାଜୀ

୨୧ ଅକ୍ଟୋବର 2014

source of file ଇଂରାଜୀ

original creation by uploader ଇଂରାଜୀ

MIME type ଇଂରାଜୀ

image/jpeg

checksum ଇଂରାଜୀ

477a0e2dbdf63ef092e7d8bef355708378e5e9f7

determination method ଇଂରାଜୀ: SHA-1 ଇଂରାଜୀ

data size ଇଂରାଜୀ

୩,୭୯,୨୫୮ byte

୮୩୬ pixel

୧,୨୩୨ pixel

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୦୧:୩୪, ୨୧ ଅକ୍ଟୋବର ୨୦୧୪୦୧:୩୪, ୨୧ ଅକ୍ଟୋବର ୨୦୧୪ ପରିକା ସଙ୍କଳନର ନଖଦେଖଣା୧,୨୩୨ × ୮୩୬ (୩୭୦ KB)AahwaanUser created page with UploadWizard

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ମେଟାଡାଟା