ଫାଇଲ:ଇଣ୍ଟରନେଟରେ ଓଡ଼ିଆ ଲେଖା କାହିଁକି ଅଧିକ ଆବଶ୍ୟକ? - ଓଡ଼ିଆ ଉଇକିପିଡ଼ିଆ ଶିକ୍ଷଣ ୧.webm

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୂଳ ଫାଇଲ(ogg ଅଡିଓ/ଭିଡ଼ିଓ ଫାଇଲ, VP8/Vorbis, ଲମ୍ବ ୩ min ୦ s, ୧,୦୭୭×୬୦୬ ପିକ୍ସେଲ, ମୋଟ ୧.୯୪ Mbps)

ସାରକଥା

ବିବରଣୀ
ଓଡ଼ିଆ: ଆମେ ଆମ ଭାଷାର ବ୍ୟବହାର ଇଣ୍ଟରନେଟରେ ଅଧିକ କାହିଁକି କରିବା? ଏହା ଦ୍ୱାରା ଆମ ଭାଷାର କି ଲାଭ ହେବ? ଆଉ ଓଡ଼ିଆ ଉଇକିପିଡ଼ିଆ ଏ କାମକୁ କେମିତି ଆଗକୁ ନେଉଛି । ଆସନ୍ତୁ ଜାଣିବା ଏଇ ଛୋଟ ଭିଡ଼ିଓ ଶିକ୍ଷଣରୁ । ପ୍ରଥମ କରି ଲେଖା ଆରମ୍ଭ କରିଥିବା ଉଇକିଆଳିଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅଧିକ ଶିଖିବା ନିମନ୍ତେ କେତୋଟି ଶିକ୍ଷଣ/ଟ୍ୟୁଟୋରିଆଲ ତିଆରି କରିବା ଏହି ପ୍ରକଳ୍ପର ଲକ୍ଷ୍ୟ । ଏହା ଅଧୁନା ଓଡ଼ିଆ ଉଇକିଆଳି ଶୁଭାଶିଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳିତ । ଏହି ଶିକ୍ଷଣଟିର ତିଆରି ଓ ଏଥିରେ ବର୍ଣ୍ଣନାରେ ଉଇକିଆଳି ସୌମେନ୍ଦ୍ର କୁମାର ସାହୁଙ୍କ ଏକ ମୁଖ୍ୟ ଭୂମିକା ରହିଛି । ଏଥିରେ ବ୍ୟବହୃତ ବିଭିନ୍ନ ଫଟୋ ଓ ଭିଡ଼ିଓର ଶ୍ରେୟ ଭିଡ଼ିଓ ଶେଷରେ ଦିଆଯାଇଛି ।
English: Why should we use our language more online? How does it benefit us? And how the Odia Wikipedia is driving this forward? Let's know from this short video tutorial. This project aims at creating some short video tutorials for new editors of Odia Wikipedia to learn editing. It is currently led by Odia Wikipedian Subhashish Panigrahi. Another Wikipedian Soumendra Sahu played a major role in creation of this tutorial and also in enacting the scenes. Pictures and videos used in this tutorial are attributed to the authors at the end of the video credits.
ତାରିଖ
ମୂଳାଧାର ଆପଣା କାମ
ଲେଖକ
Subhashish Panigrahi    wikidata:Q28469412
 
Subhashish Panigrahi
ବିକଳ୍ପ ନାମ
ବିବରଣୀ Indian archivist
ଜନ୍ମ ଅବସ୍ଥାନ Odisha, India
ପ୍ରାଧିକରଣ ନିୟନ୍ତ୍ରଣ
creator QS:P170,Q28469412
ଅନ୍ୟ ସଂସ୍କରଣ YouTube version

ସତ୍ଵ

w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।

Captions

Add a one-line explanation of what this file represents
A video tutorial in the Odia language explaining why more online content in Odia is important

copyright status ଇଂରାଜୀ

copyrighted ଇଂରାଜୀ

୧୩ ଅଗଷ୍ଟ 2019

MIME type ଇଂରାଜୀ

video/webm

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୧୦:୫୧, ୧୪ ଅଗଷ୍ଟ ୨୦୧୯୩ min ୦ s, ୧,୦୭୭ × ୬୦୬ (୪୧.୮ MB)PsubhashishUser created page with UploadWizard

ଜଗତ ଫାଇଲ ବ୍ୟବହାର

ତଳଲିଖିତ ଉଇକିସବୁ ଏହି ଫାଇଲଟିକୁ ବ୍ୟବହାର କରିଥାନ୍ତି:

ମେଟାଡାଟା