ଫରଜାନା ଛବି
ଦେଖଣା
ଫରଜାନା ଛବି | |
|---|---|
ফারজানা ছবি | |
| ଜାତୀୟତା | ବଙ୍ଗଳାଦେଶୀ |
| ଉଲ୍ଲେଖନୀୟ କୃତି | ତାନ (୨୦୨୨), ଭାବେର ହାଟ (୨୦୦୬), ପଖି ଏବଂ ମନୁଷେରା (୨୦୧୩) |
| ପୁରସ୍କାର | ମେରିଲ୍-ପ୍ରଥମ ଆଲୋରେ କ୍ରିଟିକ୍ ଚଏସ୍ ଆୱାର୍ଡ଼-୨୦୧୩ |
| ୱେବସାଇଟ | https://www.farzanachobi.com/ |
ଫରଜାନା ଛବି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ ଯିଏକି ବଙ୍ଗାଳୀ ଡ୍ରାମା, ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ଆଦିରେ ଅଭିନୟ କରନ୍ତି ।[୧] ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ମୁଖ୍ୟତଃ ଛବି ଭାବରେ ଜଣାଶୁଣା । ୨୦୧୩ ମସିହାରେ ବଙ୍ଗଳାଦେଶି ଧାରାବାହିକ ଶୀମାନ ପେରିୟେ ପାଇଁ ତାଙ୍କୁ ମେରିଲ୍-ପ୍ରଥମ ଆଲୋରେ କ୍ରିଟିକ୍ ଚଏସ୍ ଆୱାର୍ଡ଼ ବର୍ଗ ପାଇଁ ଶ୍ରେଷ୍ଠ ଟିଭି ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨] ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକରେ ତାନ (୨୦୨୨), ଭାବେର ହାଟ (୨୦୦୬) ଏବଂ ପଖି ଏବଂ ମନୁଷେରା (୨୦୧୩) ଆଦି ଅନ୍ତର୍ଭୁକ୍ତ ।
ଅଭିନୟ ଜୀବନ
[ସମ୍ପାଦନା]ଫରଜାନା ଛବି ୧୯୯୮ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଅବଦୁଲ୍ଲା ଅଲ ମାମୁନଙ୍କ ଚିଠି ।[୩] ମାଟିଆ ବାନୁ ଶୁକୁଙ୍କ ନିର୍ଦ୍ଦେଶିତ ନାଟକ ଶୀମାନା ପେରିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଟିଭି ଅଭିନେତା ଭାବରେ 2013 ମସିହାରେ ପୁରସ୍କୃତ କରାଯାଇଥିଲା ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ମନ୍ତବ୍ୟ |
|---|---|---|---|---|
| କାନମାଚି | ଅଞ୍ଜାନ ଆଇଚ୍ | [୧] | ||
| ୨୦୦୨ | ଲାଲ୍ ଗୋଲାପ | |||
| ୨୦୧୦ | ଜଲ୍ | |||
| ୨୦୧୧ | ଜିବନ ମରଣ ଶିମନ ଚରାୟା | |||
| ୨୦୧୫ | ହଲୁଦ ପତା ଜୋରାର୍ ଗଳ୍ପୋ | |||
| ୨୦୧୬ | ରଙ୍ଗର୍ ଦୁନିଆ | |||
| ୨୦୧୭ | ନୋଡି କାବୋ | |||
| ମହୁୱା ସୁନ୍ଦରୀ | ||||
| ୨୦୧୯ | ଅପରାଜିତା | କ୍ଷୁଦ୍ର ଚଳଚ୍ଚିତ୍ର[୪] | ||
| ୨୦୨୦ | ଜୋନାଗର ଏର ଜମିଦାର | |||
| ପିତ୍ରୀ ସତ୍ତା | ||||
| ୨୦୨୧ | ଜନକେର ମୁଖ | ମନ୍ନା ହିରା | [୫] | |
| ମା | ଆରଣା ଅନୱାର | [୫] | ||
| ୨୦୨୨ | ତାନ | ରାଇହାନ୍ ରଫି | [୬] | |
| ମୃତ୍ୟୁଞ୍ଜୟୀ | ପଦ୍ମ ଦାସ | ସରକାରୀ ଅନୁଦାନ ପ୍ରାପ୍ତ ଚଳଚ୍ଚିତ୍ର[୭] | ||
| ଜନନୀ ଜନମଭୂମୀ | ନାଦିଆ ଆଫ୍ରିନ୍ | [୮] |
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଟିଭି ଅଭିନେତ୍ରୀ - ୨୦୧୩ରେ ମେରିଲ୍ ପ୍ରଥମ ଆଲୋ କ୍ରିଟିକ୍ ଚଏସ୍ ଆୱାର୍ଡ଼[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "সম্মাননা পেলেন ফারজানা ছবি". Jugantor (in ଇଂରାଜୀ). Retrieved 2022-06-02.
- ↑ ୨.୦ ୨.୧ ୨.୨ প্রতিবেদক, নিজস্ব. "ফারজানা ছবির জীবনের নতুন অধ্যায়". Prothomalo (in Bengali). Retrieved 2022-06-02.
- ↑ "অভিনয়ে ২৫ পেরিয়ে ফারজানা ছবি". alokitobangladesh. Retrieved 2022-06-02.
- ↑ Pratidin, Bangladesh (2019-06-02). "'অপরাজিতা' ফারজানা ছবি". বাংলাদেশ প্রতিদিন (in Bengali). Retrieved 2022-06-02.
- ↑ ୫.୦ ୫.୧ "দৈনিক জনকন্ঠ || সিনেমায় নিয়মিত ফারজানা ছবি". দৈনিক জনকন্ঠ (in ଇଂରାଜୀ). Retrieved 2022-06-02.
- ↑ "'টান' মুক্তি আজ". মানবজমিন. Retrieved 2022-06-02.
- ↑ "'মৃত্যুঞ্জয়ী'তে ফারজানা ছবি". SAMAKAL (in ଇଂରାଜୀ). Archived from the original on 2022-06-02. Retrieved 2022-06-02.
- ↑ "মুক্তিযুদ্ধের চলচ্চিত্রে ফারজানা ছবি". jjdin. Archived from the original on 2022-06-02. Retrieved 2022-06-02.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫରଜାନା ଛବି