ପ୍ରୋମେଥିଅସ
Jump to navigation
Jump to search
ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ପ୍ରୋମେଥିଅସ ବୁଦ୍ଧିମାନ ଟାଇଟନ ଥିଲା । ପ୍ରୋମେଥିଅସ ଏକ ଗ୍ରୀକ ଶବ୍ଦ ଏହାର ଅର୍ଥ "ପୂର୍ବ ବିବେକ", ସେ ଭବିଷ୍ୟ ଦେଖିପାରୁଥିଲା ଏବଂ ଭବିଷ୍ୟବାଣୀ କରିବାରେ ସକ୍ଷମ ଥିଲା । ପ୍ରୋମେଥିଅସ ଆଇପିଟସର ପୁତ୍ର ଥିଲା । ପୁରାତନ ଗ୍ରୀକ ଗ୍ରନ୍ଥ ଗୁଡିକରେ ତାକୁ ମାନବମାନଙ୍କ ରକ୍ଷକ ଏବଂ ପରୋପକାରୀ ଭାବେ ବର୍ଣ୍ଣନା କରାଯାଇଅଛି । ମାନବଜାତିକୁ ପ୍ରୋମେଥିଅସ୍ଦ୍ୱାରା ଅଗ୍ନୀ ପ୍ରାପ୍ତ ହୋଇଥିଲା ଫଳରେ ଦେବତାମାନଙ୍କ ସହିତ ଭିଷଣ ସଂଘର୍ଷ ହୋଇଥିଲା । ଫଳରେ ଜୀୟସଦ୍ୱାରା ତାକୁ ଭୟାନକ ଦଣ୍ଡ ମିଳିଥିଲା ।