Jump to content

ପ୍ରୀତ କୌର ନାୟକ

ଉଇକିପିଡ଼ିଆ‌ରୁ
ପ୍ରୀତ କୌର ନାୟକ
ଜନ୍ମ (1983-09-03) ୩ ସେପ୍ଟେମ୍ବର ୧୯୮୩ (ବୟସ ୪୩)
Other namesପ୍ରୀତ କୌର ମଧାନ, ପ୍ରୀତ କୌର
ପେଷାଅଭିନେତ୍ରୀ
ଜୀବନସାଥୀବିଶାଲ ନାୟକ (ବିବାହ: ୨୦୧୧)
Children୧

ପ୍ରୀତ କୌର ନାୟକ (ଜନ୍ମ: ୩ ସେପ୍ଟେମ୍ବର ୧୯୮୩) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[୧][୨] ସେ ସବ୍‌କି ଲାଡ୍‌ଲି ବେବୋ, ରାମ ମିଲାୟି ଯୋଡ଼ି, ଫିଅର୍ ଫାଇଲ୍ସ: ଡର୍ କୀ ସଚ୍ଚି ତସ୍‌ବୀରେଁ, ସାବଧାନ ଇଣ୍ଡିଆ, ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ଆଦି ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା ।[୩][୪][୫][୬][୭] ୨୦୧୨ ମସିହାରେ, ସେ କଥାଚିତ୍ର ୟେ ଯୋ ମୋହବ୍ବତ ହୈରେ ଅଭିନୟ କରିଥିଲେ ।[୮]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
  • ସବ୍‌କି ଲାଡ୍‌ଲି ବେବୋ
  • ରାମ ମିଲାୟି ଯୋଡ଼ି
  • ତୁମ୍ ଦେନା ସାଥ୍ ମେରା
  • ମିଷ୍ଟ୍ରେସ୍ କୌଶିସ କୀ ପାଞ୍ଚ ବହୂୟେଁ
  • ଫିଅର୍ ଫାଇଲ୍ସ: ଡର୍ କୀ ସଚ୍ଚି ତସ୍‌ବୀରେଁ
  • ସାବଧାନ ଇଣ୍ଡିଆ
  • ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ
  • ଦିଲ୍ ଦେକେ ଦେଖୋ
  • ମାୟାବୀ ମଲିଙ୍ଗ
  • ବିକ୍ରମ ବେତାଲ କୀ ରହସ୍ୟ ଗାଥା
  • ମୁସ୍କାନ
  • ଜଗ ଜନନୀ ମାଆ ବୈଷ୍ଣୋ ଦେବୀ - କାହାନୀ ମାତା ରାନୀ କୀ
  • ଇମ୍‌ଲି
  • କୁମ୍‌କୁମ୍ ଭାଗ୍ୟ

କଥାଚିତ୍ର

[ସମ୍ପାଦନା]
  • ୟେ ଯୋ ମୋହବ୍ବତ ହୈ (୨୦୧୨)
  • ଅପ୍‌ନି ବୋଲି ଅପ୍‌ନା ଦେଶ
  1. ↑ "A settled married life was something she truly desired: Preet Kaur Nayak on Pratyusha Banerjee". The Times of India. April 2023.
  2. ↑ "Preet Kaur Madhan to Replace Devanshi Vyas in Dangal TV show 'Pyar ki Luka Chuppi'". India Forums.
  3. ↑ "Preet Kaur Nayak reveals the upcoming twist on 'Imlie'". The Statesman. 18 December 2021.
  4. ↑ "Imlie: Preet Kaur Nayak Says Aditya-Imlie Jodi Irreplaceable, But When Aryan Entered Magic Was Created". filmibeat.com. 16 April 2022.
  5. ↑ "On international TV shows, you don't see only the lead actor mouthing long dialogues, all characters get equal opportunity: Preet Kaur Nayak - Times of India". The Times of India. 27 November 2021.
  6. ↑ "Preet Kaur & husband Vishal Nayak in Fear Files - Times of India". The Times of India. 22 May 2013.
  7. ↑ "Ankita, Karanvir, Sara, Rubina to groove in Sapne Suhane... - Times of India". The Times of India. 17 January 2013.
  8. ↑ "First Look: Yeh Jo Mohabbat Hai".

ବାହାର ଲିଙ୍କ୍

[ସମ୍ପାଦନା]