Jump to content

ପ୍ରୀତିସ୍ମିତା ଭୋଇ

ଉଇକିପିଡ଼ିଆ‌ରୁ
ପ୍ରୀତିସ୍ମିତା ଭୋଇ
ଅହମ୍ମଦାବାଦରେ ଅନୁଷ୍ଠିତ ୪୪ kg କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପ ୨୦୨୫ ରେ ପ୍ରୀତିସ୍ମିତା ଭୋଇ।
ବ୍ୟକ୍ତିଗତ ତଥ୍ୟ
ପୂରା ନାମପ୍ରୀତିସ୍ମିତା ଭୋଇ
ଜନ୍ମ (2008-11-14) ୧୪ ନଭେମ୍ବର ୨୦୦୮ (ବୟସ ୧୭)
ଢ଼େଙ୍କାନାଳ, ଓଡ଼ିଶା, ଭାରତ
Sport
ଦେଶ ଭାରତ
କ୍ରୀଡ଼ାଭାରୋତ୍ତୋଳନ
Clubଓଡ଼ିଶା ଭାରୋତ୍ତୋଳନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର
Achievements and titles
Personal best(s)Snatch: 63 kg (2025)
Clean and Jerk: 87 kg (2025)
Total: 150 kg (2025)
Medal record
ମହିଳା ଭାରୋତ୍ତୋଳନ
Competitor for  ଭାରତ
କମନୱେଲଥ ଚାମ୍ପିଅନସିପ୍
Gold medal – first place୨୦୨୫ ଅହମ୍ମଦାବାଦ୪୪ କି.ଗ୍ରା
ଯୁବ ବିଶ୍ୱ ଚାମ୍ପିଅନସିପ୍
Gold medal – first place୨୦୨୪ ଲିମା୪୦ କି.ଗ୍ରା
ଏସୀୟ ଯୁବ ଚାମ୍ପିଅନସିପ୍
Silver medal – second place୨୦୨୪ ଦୋହା୪୫ କି.ଗ୍ରା


ପ୍ରୀତିସ୍ମିତା ଭୋଇ (ଜନ୍ମ ୧୪ ନଭେମ୍ବର ୨୦୦୮) ଜଣେ ଭାରତୀୟ ଭାରୋତ୍ତୋଳନକାରୀ । ସେ ୪୪ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି।[] କ୍ଲିନ୍ ଆଣ୍ଡ ଜର୍କ ପ୍ରତିଯୋଗୀତାରେ ସେ ୯୨ କେଜି ଉଠାଇ ଏସୀୟ ରେକର୍ଡ଼ ସ୍ଥାପନ କରିଛନ୍ତି । ଏହି ରେକର୍ଡ଼ ସେ ୨୦୨୫ ମସିହାରେ ବାହାରିନଠାରେ ଅନୁଷ୍ଠିତ ଏସୀୟ ଯୁବ କ୍ରୀଡ଼ା ପ୍ରତିଯୋଗୀତାରେ ହାସଲ କରିଥିଲେ ।[]

୨୦୨୫ ମସିହାରେ ବାହାରିନଠାରେ ଅନୁଷ୍ଠିତ ଏସୀୟ ଯୁବ କ୍ରୀଡ଼ା ପ୍ରତିଯୋଗୀତାରେ ସେ ୪୪ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୪ ରେ, ଭୋଇ ୪୦ କେଜି ଇଭେଣ୍ଟରେ ୨୦୨୪ ୟୁଥ୍ ୱାର୍ଲ୍ଡ ଭାରୋତ୍ତୋଳନ ଚାମ୍ପିଅନସିପରେ କ୍ଲିନ ଆଣ୍ଡ ଜର୍କ ବର୍ଗରେ ୭୬ କିଲୋଗ୍ରାମର ଯୁବ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ, ଏହି ପ୍ରକ୍ରିୟାରେ ସେ ଭାରତ ପାଇଁ ଏକ ସ୍ୱର୍ଣ୍ଣ ଜିତିଥିଲେ।[]

  1. "Priteesmita Bhoi". International Weightlifting Federation. Retrieved 19 Aug 2024."Priteesmita Bhoi". International Weightlifting Federation. Retrieved 19 August 2024.
  2. Kanta, Surya (2025-10-27). "ଏସୀୟ ଯୁବ କ୍ରୀଡ଼ା: ବି‌ଶ୍ବ ରେକର୍ଡ ସହ ପ୍ରୀତିସ୍ମିତାଙ୍କୁ ସ୍ବର୍ଣ୍ଣ". Sambad. Retrieved 2025-10-28.
  3. Oliver, Brian (2024-05-23). "World record and four medals for India's team of debutants". International Weightlifting Federation. Retrieved 2024-05-23.Oliver, Brian (23 May 2024). "World record and four medals for India's team of debutants". International Weightlifting Federation. Retrieved 23 May 2024.