ପ୍ରିୟଙ୍କା ଗାନ୍ଧୀ

ଉଇକିପିଡ଼ିଆ ରୁ
(ପ୍ରିୟଙ୍କା ବାଡ୍ରା ରୁ ଲେଉଟି ଆସିଛି)
Jump to navigation Jump to search

ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ରବର୍ଟ ଭଦ୍ରା) ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ପ୍ରମୁଖ ସଦସ୍ୟା ତଥା ଜଣେ ରାଜନେତ୍ରୀ । ସେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀସୋନିଆ ଗାନ୍ଧୀଙ୍କ ଝିଅ ଓ ବର୍ତମାନର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭଉଣୀ । ସେ ଫିରୋଜ ଗାନ୍ଧୀଇନ୍ଦିରା ଗାନ୍ଧୀଙ୍କ ନତୁଣୀ ଏବଂ ନେହେରୁ-ଗାନ୍ଧୀ ବଂଶର ଜଣେ ଉତ୍ତରାଧିକାରୀ ।

ପ୍ରିୟଙ୍କା ଗାନ୍ଧୀ
ଜନ୍ମ ଓ ଜନ୍ମସ୍ଥାନ (1972-01-12) 12 January 1972 (age 47)
ଦିଲ୍ଲୀ, ଭାରତ
ଘରଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଦିଲ୍ଲୀବିଶ୍ୱବିଦ୍ୟାଳାୟ (B.A.)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନସାଥିରୋବେର୍ଟ ବଦ୍ରା
ସନ୍ତାନ2
ବାପା ବୋଉରାଜୀବ ଗାନ୍ଧୀ (ଫାଂଥେର)
ସୋନିଆ ଗାନ୍ଧୀ (ମୋଥେର )
ସମ୍ପର୍କୀୟରାହୁଲ ଗାନ୍ଧୀ (ବରତହେର)
ଦସ୍ତଖତ
Signature of Priyanka Vadra.svg

ରାଜନୈତିକ ଜୀବନ[ସମ୍ପାଦନା]

୧୯୯୯ ମସିହାର ଏକ ନିର୍ବାଚନ ସଭା ଚାଲିଥିବା ବେଳେ ବି.ବି.ସି. ନ୍ୟୁଜ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା କହିଥିଲେ "ମୁଁ ମୋର ଚିନ୍ତାଧାରାକୁ ନେଇ ସ୍ୱଚ୍ଛ ଓ ସ୍ଥିର । ମୋ ପାଇଁ ରାଜନୀତିଠାରୁ ଅଧିକା ଦେଶର ଜନତା ମହତ୍ୱ ରଖନ୍ତି ଏବଂ ମୁଁ ନିଜେ ରାଜନୀତିରେ ନ ରହି ମଧ୍ୟ ଜନତାର ସେବା କରିପାରିବି" । ମୋର ରାଜନୀତିରେ ଯୋଗଦେବା ସହ କେବଳ ଦେଶର ଭାଇଚାରାର ସଂପର୍କ ରହିଛି ନଚେତ ମୁଁ ହଜାର ଥର କହିଛି ମୋର ରାଜନୀତିରେ ଯୋଗ ଦେବାରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନହିଁ । [୧] [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୯୭ ଫେବୃଆରି ୧୮ ତାରିଖ ଦିନ, ସମ୍ପୂର୍ଣ ହିନ୍ଦୁ ରୀତିନିତୀ ସହିତ ସେ ଦିଲ୍ଲୀର ଜଣେ ସଫଳ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହ ଜନପଥଠାରେ ଥିବା ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ତାଙ୍କର "ରିହାନ୍" ନାମରେ ଗୋଟିଏ ପୁଅ ଏବଂ "ମିରାୟା" ନାମରେ ଗୋଟିଏ ଝିଅ ଅଛନ୍ତି । ସେ ବୌଦ୍ଧଧର୍ମର ଜଣେ ଆନୁଗାମୀ ଅଟନ୍ତି । [୩][୪] [୫]

ଅଧିକା ତଥ୍ୟ[ସମ୍ପାଦନା]

  1. Mike Wooldridge, BBC News, Priyanka: Daughter of the dynasty, 1 October 1999
  2. "Rediff On The NeT: The Rediff Election Interview/ Priyanka Vadra". rediff.com.
  3. http://www.rediff.in/news/feb/10gandhi.htm
  4. "Who is Robert Vadra?", India Today, 10 October 2011. Retrieved on 15 February 2013.
  5. "Priyanka Gandhi Vadra". The Outlook. Retrieved 18 October 2012.