Jump to content

ପ୍ରାଚୀ ସିହ୍ନା

ଉଇକିପିଡ଼ିଆ‌ରୁ
ପ୍ରାଚୀ ସିହ୍ନା
ଜନ୍ମ
ବୃତ୍ତି(ସମୂହ)ମଡେଲ୍, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪-ଏବେଯାଏଁ

ପ୍ରାଚୀ ସିହ୍ନା ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ ।[] ଜୀ ଟିଭିରେ ପ୍ରସାରିତ ଧାରାବାହିକ ବିଷକନ୍ୟାରେ ବରଦାନ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ୨୦୧୪ ମସିହାର କଥାଚିତ୍ର ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍‌ରେ ମଧ୍ୟ ସେ କାମ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଧାରାବାହିକଭୂମିକାଭାଷା
୨୦୧୪ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍ଶାରାହିନ୍ଦୀ
୨୦୧୩ଚାନ୍ଦ ନା ତମେ ତାରାଓଡ଼ିଆ[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍
୨୦୧୬ ବିଷକନ୍ୟା ବରଦାନ ମାଲାୟ ମିତ୍ତଲ ଜୀ ଟିଭି
  1. Times Of India (7 March 2016). "Prachi Sinha". The Times of India. Retrieved 8 July 2016.
  2. Times Of India (7 March 2016). "Himani Shivpuri and Prachi Sinha join the cast of Vishkanya". The Times of India. Retrieved 8 July 2016.
  3. Times Of India (7 March 2016). "Prachi Sinha Article at Times of India". The Times of India. Retrieved 8 July 2016.
  4. Times Of India (7 March 2016). "Odia movie cast". The Times of India. Archived from the original on 28 August 2016. Retrieved 8 July 2016.

ବାହାର ଲିଙ୍କ୍

[ସମ୍ପାଦନା]