ପ୍ରାଚୀ ବୈଷ୍ଣବ |
|---|
 |
| ଜାତୀୟତା | ଭାରତୀୟ |
|---|
| ବୃତ୍ତି | ଅଭିନେତ୍ରୀ |
|---|
ପ୍ରାଚୀ ବୈଷ୍ଣବ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ଟେଲିଭିଜନ୍ ଧାରାବାହିକ ଓ ୱେବ୍ ସିରିଜ୍ରେ କାମ କରନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହିନ୍ଦୀ ଟେଲିଭିଜନ ଧାରାବାହିକ ଆମ୍ମା କେ ବାବୁ କି ବେବି (୨୦୨୧)ରେ ତାଙ୍କ ଅଭିନୀତ ଭୂମିକା ନିଶା ପାଇଁ ସେ ଜଣାଶୁଣା ।[୧] ଏହା ବ୍ୟତୀତ ଅଲ୍ଟ ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ ବ୍ୟାଙ୍ଗ୍ ବ୍ୟାଙ୍ଗ୍ରେ ପୁନମ ଭୂମିକା ପାଇଁ ସେ ପରିଚିତ ।[୨]
ଅଭିନୀତ ଟେଲିଭିଜନ ଧାରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]
| ବର୍ଷ |
ଧାରାବାହିକ/କାର୍ଯ୍ୟକ୍ରମ |
ଭୂମିକା |
ଟିଭି ଚେନାଲ୍ |
ଆଧାର |
| ୨୦୧୭ |
ରୁଦ୍ର କେ ରକ୍ଷକ |
ପିଶାଚିନୀ |
ବିଗ୍ ମ୍ୟାଜିକ୍ |
|
| ୨୦୧୮ |
କ୍ରାଇମ୍ ପେଟ୍ରୋଲ୍ |
ପ୍ରାଚୀ |
ସୋନି ଟିଭି |
|
| ସାବଧାନ ଇଣ୍ଡିଆ |
ରିୟା |
ଲାଇଫ୍ ଓକେ |
|
| ୨୦୧୯ |
ଡର୍ କି ଦସ୍ତକ୍ |
|
ଦଙ୍ଗଲ |
|
| ୨୦୨୧ |
ସାବଧାନ ଇଣ୍ଡିଆ |
ପ୍ରିୟା |
ଷ୍ଟାର୍ ଭାରତ |
|
| ଆମ୍ମା କେ ବହୁ କି ବେବି |
ନିଶା |
|
| ୨୦୨୧–୨୦୨୨ |
ଜିନ୍ଦଗୀ ମେରେ ଘର୍ ଆନା |
ଜସି |
ଷ୍ଟାର୍ ପ୍ଲସ୍ |
[୩] |
| ୨୦୨୨ |
ମେରେ ସାଇ |
ମାଲ୍ତି |
ସୋନି ଟିଭି |
[୪] |
| ବର୍ଷ |
ସିରିଜ୍ |
ଭୂମିକା |
ଓଟିଟି |
| ୨୦୨୧ |
ବ୍ୟାଙ୍ଗ୍ ବ୍ୟାଙ୍ଗ୍ |
ପୁନମ |
ଅଲ୍ଟ ବାଲାଜୀ, ଜୀ୫ |
| ବର୍ଷ |
କଥାଚିତ୍ର |
ଭୂମିକା |
ଆଧାର |
| ୨୦୨୧ |
ରକେଟ ଗ୍ୟାଙ୍ଗ |
ଦିବ୍ୟା |
|