Jump to content

ପ୍ରଶାନ୍ତ କୁମାର ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ କୁମାର ବିଶ୍ୱାଳ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଅଦୃଶ୍ୟ ଅପରାହ୍‌ଣ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[]

ପ୍ରଶାନ୍ତ କୁମାର ବିଶ୍ୱାଳ ଜଣେ ଓଡ଼ିଆ-ଭାଷୀ ଲେଖକ । ସେ ଅଦୃଶ୍ୟ ଅପରାହ୍‌ଣ ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ରଚନାବଳୀ

[ସମ୍ପାଦନା]

ଉପନ୍ୟାସ

[ସମ୍ପାଦନା]
  • ଅଦୃଶ୍ୟ ଅପରାହ୍‌ଣ
  • ଅଲୋଡ଼ା ଅତୀତ
  • ଅଦିନ ଝଡ଼
  • ଅନ୍ଧାରର ଆଖି

କବିତା

[ସମ୍ପାଦନା]
  • ଅପହଞ୍ଚ
  • ଅନାମିକା
  • ଅତଏବ
  • ଅଙ୍ଗସଜ୍ଜା
  • ଅନ୍ଧଗଳି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.