Jump to content

ପ୍ରମିଳା ଭଟ୍ଟ

ଉଇକିପିଡ଼ିଆ‌ରୁ
Pramila Bhatt
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1969-09-16) ୧୬ ସେପ୍ଟେମ୍ବର ୧୯୬୯ (ବୟସ ୫୬)
Bangalore, Karnataka, India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm off break
ଭୂମିକାAll-rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 35)26 January 1991 v Australia
ଶେଷ ଟେଷ୍ଟ10 December 1995 v England
ପ୍ରଥମ ଦିନିକିଆ (cap 36)20 July 1993 v West Indies
ଶେଷ ଦିନିକିଆ24 December 1997 v Australia
Career statistics
ପ୍ରତିଯୋଗିତା WTest WODI
ମ୍ୟାଚ ସଂଖ୍ୟା 5 22
ମୋଟ ରନ 123 136
ବ୍ୟାଟିଂ ହାର 24.60 12.36
ଶତକ/ଅର୍ଦ୍ଧଶତକ 0/0 0/0
ସର୍ବାଧିକ ରନ 42 33*
ବଲ ସଂଖ୍ୟା 1,016 1,158
ଉଇକେଟ 9 28
ବୋଲିଂ ହାର 34.77 18.92
ଇନିଙ୍ଗସରେ ୫ଟି ଉଇକେଟ 0 0
ମ୍ୟାଚରେ ୧୦ଟି ଉଇକେଟ 0 0
ସବୁଠୁ ଭଲ ବୋଲିଂ 3/42 4/25
କ୍ୟାଚ/ଷ୍ଟମ୍ପିଙ୍ଗ 1/– 4/–
Source: CricketArchive, 11 May 2020

ପ୍ରମିଳା କୋରିକର-ଭଟ୍ଟ (ଜନ୍ମ ୧୬ ସେପ୍ଟେମ୍ବର ୧୯୬୯) ଜଣେ ଭାରତୀୟ ପୂର୍ବତନ କ୍ରିକେଟର ଅଟନ୍ତି ।[][]

କ୍ୟାରିଅର୍

[ସମ୍ପାଦନା]

ସେ ୧୯୯୧ ରୁ ୧୯୯୬ ମଧ୍ୟରେ ପାଞ୍ଚଟି ମହିଳା ଟେଷ୍ଟ ମ୍ୟାଚ୍ ଏବଂ ୧୯୯୩ ରୁ ୧୯୯୮ ମଧ୍ୟରେ ଭାରତ ପାଇଁ ୨୨ଟି ମହିଳା ଦିନିକିଆ ଖେଳିଥିଲେ । ସେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୭ଟି ଦିନିକିଆ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ଜଣେ ଅଲରାଉଣ୍ଡର ଭାବେ, ତାଙ୍କର ଅଧିକାଂଶ ଦିନିକିଆ କ୍ୟାରିୟର ପାଇଁ ସେ ମଧ୍ୟମ କ୍ରମରେ ବ୍ୟାଟିଂ କରିଥିଲେ ଏବଂ ଡାହାଣ ହାତ ଅଫ୍ସସ୍ପିନ ବୋଲିଂ କରିଥିଲେ। ଅଧିନାୟକ ଭାବରେ ତାଙ୍କର କାର୍ଯ୍ୟକାଳ ୧୯୯୭/୯୮ ମହିଳା କ୍ରିକେଟ୍ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟାଇ ହୋଇଥିବା ଦିନିକିଆ ମ୍ୟାଚ୍ ପାଇଁ ସବୁଠାରୁ ଭଲ ଭାବରେ ମନେ ରଖାଯାଏ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ବର୍ତ୍ତମାନ ତାଙ୍କ ସ୍ୱାମୀ, ସରାଙ୍ଗନ ଭେନୁଗୋପାଳନ ଏବଂ ଦୁଇ ପୁଅ, ସିଦ୍ଧାନ୍ତ ଏବଂ ସଞ୍ଜିତଙ୍କ ସହ ଆବୁଧାବିରେ ରୁହନ୍ତି।[]

  1. "P Bhatt". CricketArchive. Retrieved 10 May 2020.
  2. "P Bhatt". Cricinfo. Archived from the original on 7 September 2008. Retrieved 10 May 2020.
  3. "Hero Honda Women's World Cup 1997, 21st Match: India Women v New Zealand Women". Cricinfo. Retrieved 20 September 2020.
  4. "What made Pramila Bhat take up cricket seriously?". shethepeople.tv. Retrieved 20 September 2020.