ପ୍ରମିଳା ଜୋଶାଇ
ପ୍ରମିଳା ଜୋଶାଇ | |
---|---|
![]() ୨୦୧୬ ମସିହାରେ ୪୭ ତମ ଆନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରମିଳା ଜୋଶାଇ | |
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ସୁନ୍ଦର ରାଜ |
ସନ୍ତାନ | ମେଘନା ରାଜ (ଝିଅ) |
ସମ୍ପର୍କୀୟ | ଚିରଞ୍ଜିବୀ ସର୍ଜା (ଜ୍ୱାଇଁ) (ମୃତ୍ୟୁ. ୨୦୨୦) |
ପ୍ରମିଳା ଜୋଶାଇ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ କନ୍ନଡ଼ା କଥାଚିତ୍ର ଜଗତରେ କାମ କରନ୍ତି । ଅଭିନେତ୍ରୀ ଭାବରେ ପ୍ରମିଳା ଜୋଶାଇଙ୍କ କେତେକ ଚଳଚ୍ଚିତ୍ର ମଧ୍ୟରେ ସାହେବା (୨୦୧୭), ଥାୟି (୨୦୦୮), ଅପ୍ତମିତ୍ର (୨୦୦୪) ଆଦି ଅନ୍ତର୍ଭୁକ୍ତ ।[୧] ତାଙ୍କର ଦ୍ୱିତୀୟ ତାମିଲ କଥାଚିତ୍ର ବୈଦେହି କାଥିରୁନ୍ଥଲ (୧୯୮୪)ରେ ତାଙ୍କୁ ପରିମଳମ ଭାବରେ ଶ୍ରେୟ ଦିଆଯାଇଥିଲା ଯାହା ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା ଏବଂ ବର୍ଷ ବର୍ଷ ଧରି କାଳଜୟୀ ଭାବରେ ମାନ୍ୟତା ହାସଲ କରିଛି ।[୨]
ପେଷା
[ସମ୍ପାଦନା]ପ୍ରମିଳା ଜୋଶାଇ କନ୍ନଡ଼ା ଭାଷାରେ ୧୨୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପ୍ରମିଳା ଜୋଶାଇ ସୁନ୍ଦର ରାଜଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ମେଘନା ରାଜ ନାମକ ଏକ କନ୍ୟା ସନ୍ତାନ ଅଛି ।[୪][୫] ଉଭୟ ସୁନ୍ଦର ରାଜ ଓ ମେଘନା ରାଜ କନ୍ନଡ଼ କଥାଚିତ୍ର ଜଗତରେ କାମ କରୁଥିବା ବେଳେ ମେଘନା ମାଲାୟାଲମ, ତେଲୁଗୁ, କନ୍ନଡ଼ା ଓ ତାମିଲ କଥାଚିତ୍ରରେ କାମ କରିଛନ୍ତି ।[୬] ପ୍ରମିଳା ଜୋଶାଇ ଜଣେ କ୍ୟାଥଲିକ୍ ଥିଲେ ଏବଂ ପରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।[୭]
ଆଧାର
[ସମ୍ପାଦନା]- ↑ "Kumaraswamy happy with resurgent Kannada cinema". The Hindu. Archived from the original on 9 June 2018.
- ↑ Parimalam Archives Archived 24 February 2018 at the Wayback Machine.
- ↑ "Ms Rosie, In Brechtian Distance". Outlook India. Archived from the original on 24 February 2018.
- ↑ "Kannada actors Chiranjeevi Sarja and Meghana Raj to get engaged?". indiatoday.in. 11 October 2017. Archived from the original on 24 February 2018. Retrieved 11 October 2017.
- ↑ "Chiranjeevi Sarja, Meghana Raj to formalize their decade-old relationship". The Times of India. 11 October 2017. Archived from the original on 24 February 2018. Retrieved 11 October 2017.
- ↑ "I would love to marry someone from the industry: Meghana Raj". The Times of India. 26 July 2013. Archived from the original on 3 August 2017. Retrieved 26 July 2013.
- ↑ "Actress Meghna Raj weds Chiranjeevi Sarja". The Week. Retrieved 7 June 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରମିଳା ଜୋଶାଇ