ପ୍ରଦୀପ ନାୟକ
ଦେଖଣା
ପ୍ରଦୀପ ନାୟକ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୮ ଜୁନ ୧୯୬୪ ଫିରିକିଦାଣ୍ଡି, କେନ୍ଦ୍ରାପଡ଼ା |
| ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ମୌନ ଭଗ୍ନାଂଶ |
| ପିତାମାତା | ପିତାମ୍ବର ନାୟକ (ପିତା) |
ପ୍ରଦୀପ ନାୟକ (ଜନ୍ମ: ୮ ଜୁନ ୧୯୬୪) ଜଣେ ଭାରତୀୟ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରଦୀପ ନାୟକ ୧୯୬୪ ମସିହା ଜୁନ୍ ମାସ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଫିରିକିଦାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ମୌନ ଭଗ୍ନାଂଶ
- ମାଟିଘୋଡ଼ା
- ମଣିଷନାମା
- ମଲାଙ୍ଗ ଓ ଅନ୍ୟାନ୍ୟ ଗପ
- ମହାଭାରତୀୟ
- ମା' କହିଚି
- ମାତରମ୍ ବନ୍ଦେ
ଉପନ୍ୟାସ
[ସମ୍ପାଦନା]- ଭୂମି
- ମାୟା
ସମ୍ମାନ
[ସମ୍ପାଦନା]- ଚଲାପଥ ସମ୍ମାନ
- ସବୁଜ ସାହିତ୍ୟ ସମ୍ମାନ
- ପୁନର୍ନବା ସମ୍ମାନ