ପ୍ରଦୀପ୍ତ ରାୟ
ଦେଖଣା
ପ୍ରଦୀପ୍ତ ରାୟ (ଜନ୍ମ: ୩୦-୪-୧୯୪୨) ଓଡ଼ିଶା ତଥା କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
୧୯ ଜୁନ ୧୯୬୯ରେ ସେ ଏକ ଅଧିବକ୍ତା ଭାବେ ଭର୍ତ୍ତି ହୋଇ ଓକିଲାତି ଆରମ୍ଭ କରିଥିଲେ । ଓକିଲାତି କାଳରେ ସେ ଅନେକ ପ୍ରଶାସନିକ, ଶ୍ରମ, ସେବା, ଶିକ୍ଷା, ଜମି ଏବଂ ପ୍ରତିଷ୍ଠାନ ସମ୍ପର୍କିତ ମାମଲାରେ ଓକିଲାତି କରିଥିଲେ । ସେ ସାଂବିଧାନିକ ଏବଂ ସେବା ମାମଲାରେ ଏକ ବିଶେଷଜ୍ଞ ଭାବେ ଆଇନ ଅଭ୍ୟାସ କରିଥିଲେ । ସେ ୧୯ ଡିସେମ୍ବର ୧୯୯୪ରେ କଲିକତା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ଓ ଏବଂ ୯ ଜାନୁଆରୀ ୧୯୯୫ରୁ ୭ ଜାନୁଆରୀ ୨୦୦୩ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ବିଚାରପତି ଭାବେ କାର୍ଯ୍ୟରତ ଥିଲେ।[୨]
ଆଧାର
[ସମ୍ପାଦନା]- ↑ "Centre gifts retired judges plum posts". telegraphindia.com. Retrieved 16 January 2025.
- ↑ ୨.୦ ୨.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |